ପାଟକୁରା: କେନ୍ଦ୍ରପଡା ବନଖଣ୍ଡ ମାର୍ଶାଘାଇ ଥାନା ଅଞ୍ଚଳ ବଡପାଳ ଗୋଡା ନିକଟରେ ଥିବା କରତ କଳ ଉପରେ କଟକ ଦୁର୍ନୀତି ନିବାରଣ ବିଭାଗ ଏବଂ କଟକ ବନଖଣ୍ଡ ବିଭାଗ ସମେତ ମର୍ଶାଘାଇ ଥାନା ପୋଲିସ ଚଢ଼ାଉ କରିଛି। ଏଥିରେ ବଡପାଳରେ ବେଆଇନ ଭାବେ ଚାଲଥିବା କରତକଳକୁ ଜବତ କରାଯିବା ସହିତ ବିପୁଳ ପରିମାଣର ଶାଳ ପିଆଶାଳ କାଠ ଜବତ କରାଯାଇଛି । କରତ କଳର ମାଲିକ ଫେରାର ଅଛନ୍ତି। ତାଙ୍କୁ ଗିରଫ କରିବା ପାଇଁ ବନ ବିଭାଗ ଉଦ୍ୟମ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Crime
ଫେଲ୍ ମାରିଛି କି ପୁଲିସ: ମାସକରେ ୧୧୧ ହତ୍ୟା, ୯୨୫ ମହିଳା ନିର୍ଯାତନା ମାମଲା, ୨୦୨୪ରେ ବଢ଼ିଛି ୧୪ହଜାର ମାମଲା
୨୦୨୩ ମସିହା ତୁଳନାରେ ୨୦୨୪ ମସିହାରେ ରାଜ୍ୟରେ ଅପେକ୍ଷାକୃତ ୧୪୧୫୯ଟି ଅପରାଧ ମାମଲା ପଞ୍ଜିକୃତ ହୋଇଥିବା ଜଣାପଡ଼ିଛି ।

Crime
ଛୋଟ ଦଳକୁ ଚାନ୍ଦା ଉପରେ ଆୟକର ବିଭାଗର ନଜର!
ଆପଣ ଯଦି ପ୍ରକୃତରେ ଦାନ ଦେଇଛନ୍ତି ଓ ତା'ର ପ୍ରମାଣ ରଖିଛନ୍ତି, ତେବେ କିଛି ଚିନ୍ତା କରିବାର ନାହିଁ। ମାତ୍ର ଯଦି ଆପଣ ପଞ୍ଜୀକୃତ ରାଜନୈତିକ ଦଳକୁ ଚାନ୍ଦା ଦେଇଥିବା ଦର୍ଶାଇ ଆୟକର ଆଇନର 80GGCରେ ସଂପୂର୍ଣ୍ଣ ଦାନ ରାଶି ଉପରେ ଆୟକର ଛାଡ଼ ଚାହୁଁଛନ୍ତି, ତେବେ ଆପଣଙ୍କୁ ଏହାର ପ୍ରମାଣ ଦର୍ଶାଇବାକୁ ପଡ଼ିବ।

Crime
୩୪ ବର୍ଷ ପରେ ଚେନ ଲୁଟେରାକୁ କେମିତି ଧରିଲା ପୁଲିସ୍? ହଜି ଯାଇଛି ଫାଇଲ୍!
୧୯୯୧ ମସିହା ଜୁନ ୧୬ରେ ସେ ଜଣେ ମହିଳାଙ୍କ ବେକରୁ ସୁନା ଚେନ ଛିଣ୍ଡାଇବା ଘଟଣାର ଅଭିଯୁକ୍ତ।

Crime
ଇଞ୍ଜିନିୟରିଂ ଛାତ୍ର ମୃତ୍ୟୁ ମାମଲା: ସନ୍ଦେହ ଘେରରେ ଅଧ୍ୟାପିକା, କାହିଁକି ବିକାଶଙ୍କ ପାଖକୁ ଯାଉଥିଲେ
ଏତଲା ଆଧାରରେ ଜଟଣୀ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ବିକାଶଙ୍କ ମୋବାଇଲ୍ ଜବତ କରିବା ସହ ତାଙ୍କ ସାଙ୍ଗସାଥୀମାନଙ୍କୁ ପଚରାଉଚରା କରୁଛି।

Crime
ପାଗଳାମୀ ନା ପବ୍ଜୀ ପ୍ରେମ: କାହିଁକି ବାପା, ମା’ ଓ ଭଉଣୀଙ୍କୁ ମାରିଦେଲେ ଯୁବକ?
ସୂର୍ଯ୍ୟକାନ୍ତଙ୍କର ମୁଣ୍ଡ ଦୋଷ ଅଛି। ସେଥିପାଇଁ ସେ ଟିକେ ଟିକେ କଥାରେ ରାଗି ଯାଆନ୍ତି। ବେଳେ ବେଳେ କାହାକୁ କିଛି ନ କହି ଘରୁ ବାହାରି ପଳାନ୍ତି ଓ ଦୀର୍ଘ ସମୟ ପରେ ଘରକୁ ଫେରନ୍ତି।