ପୁରୀ: ଡେଲାଙ୍ଗ ଘେ।ରଡିଆରେ ଗେ।ଷ୍ଠୀ ସଂଘର୍ଷ । ସାମାନ୍ୟ ବଚସାରୁ ଗେ।ଷ୍ଠୀ ସଂଘର୍ଷ ହେ।ଇଥିବା ଜଣାପଡିଛି । ଉଭୟ ଗେ।ଷ୍ଠୀ ପକ୍ଷରୁ ଘେ।ରଡିଆ ଗଁ। ଓ ଏହାର ଆଖପାଖ ଅଞ୍ଚଳରେ ବେ।ମାମାଡ ଓ ଦେ।କାନ ଭଙ୍ଗାରୁଜା ହେ।ଇଛି । ଉତକ୍ତ ଲେ।କଙ୍କୁ କାବୁ କରିବାକୁ ପୁଲିସ ଟିୟର ଗ୍ୟାସ୍ ମାଡ କରିବାକୁ ପଡିଥିଲା । ଏକ କୁକୁଡା ଫାର୍ମରେ ଉତ୍ୟକ୍ତ ଲେ।କେ ନିଆଁ ଲଗାଇ ଦେଇଥିବା ଅଭିଯେ।ଗ ହେ।ଇଛି । ପରିସ୍ଥିତ ଉତ୍ତେଜନପୂର୍ଣ୍ଣ ଥିବାରୁ ୧୦ ପ୍ଲାଟୁନ ଫେ।ର୍ସ ମୁତୟନ କରାଯାଇଛି । ପରିସ୍ଥିତ ଏତେ ଅସମ୍ଭାଳ ହେ।ଇଥିଲା ଯେ ପୁରୀ ଜିଲ୍ଲାପାଳ, ଉପଜିଲ୍ଲାପାଳ,ଏସ୍ପି, ୪ଜଣ ତହସିଲଦାର ଏବଂ ଏସଡିପିଓ ଘଟଣାସ୍ଥଳରେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ନେଇଥିଲେ । ବର୍ତ୍ତମାନବି ଘେ।ରଡିଆ ସହ ଆଖପାଖ ଗଁ।ରେ ଚାପା ଉତ୍ତେଜନା ଲାଗିରହିଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ମାମଲା; କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜିପି
୨୦ ତାରିଖ ସନ୍ଧ୍ୟାରେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଯାଜପୁର ସଦର ଥାନା ବୁଢ଼ାପୋଲ ନିକଟରେ ଆକ୍ରମଣ ହୋଇଥିଲା। ପୂରା ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ତଦନ୍ତ ପାଇଁ ଜଣେ DSPଙ୍କ ନେତୃତ୍ୱରେ ୬ ଜଣିଆ ଟିମ୍ ଗଠନ କରାଯାଇଛି।
Crime
ବାଂଲାଦେଶୀ ଦେହଜୀବୀଙ୍କ କବ୍ଜାରେ ଟ୍ୱିନ୍ ସିଟି!
କଟକରୁ ଉଦ୍ଧାର ବାଂଲାଦେଶୀ ନାବାଳିକାଙ୍କ ବୟାନ ପରେ ପୁଣି ସତେଜ ହୋଇଛି ବାଂଲାଦେଶୀ ସେକ୍ସ ରାକେଟ୍ ପ୍ରସଙ୍ଗ। କଟକ ଆଉ ଭୁବନେଶ୍ୱରରେ ଆଡ୍ଡା ଜମାଇଲେଣି ବାଂଲାଦେଶୀ ଦେହଜୀବୀ।
Crime
ଜାମା ମସଜିଦ ସର୍ଭେ ବେଳେ ଉତ୍ତେଜନା; ୩ ମୃତ, ୩୦ ପୁଲିସ ଆହତ
ଶାହି ଜାମା ମସଜିଦ ସର୍ଭେ ସମୟରେ ସର୍ଭେ ଟିମ୍ ଉପରକୁ କିଛି ଲୋକ ପଥର ମାଡ଼ କରିଥିଲେ।
Crime
ମଦ ପିଇ ତିନି ସାଙ୍ଗଙ୍କ ବେପରୁଆ ଗାଡ଼ି ଚାଳନା; ଅଟକାଇବାରୁ ପୁଲିସକୁ ମାରିଦେଲେ
ପୁଲିସ ଏନକାଉଣ୍ଟରରେ ଜଣେ ଅଭିଯୁକ୍ତ ମୃତ।