ପିପିଲି: ପୁରୀ ଜିଲ୍ଲା ପିପିଲି ଦାଣ୍ଡମୁମୁନ୍ଦପୁର ଷ୍ଟେଟ ବ୍ୟାଙ୍କ ନିକଟରେ ଆଜି ଜଣେ ଅଚିହ୍ନା ବ୍ୟକ୍ତିଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି। ବ୍ୟକ୍ତି ଜଣଙ୍କ ଏକ ଧଳା ରଙ୍ଗର ହାପ ପ୍ୟାଣ୍ଟ ଏବଂ ଏକ ଫୁଲ ସାର୍ଟ ପିନ୍ଧିଥିଲେ। ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ଘଟଣା ସ୍ଥଳରେ ପିପିଲି ପୋଲିସ ପହଞ୍ଚି ତଦନ୍ତ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।