ପୋଲିସ୍‌ ଗୁଳିରେ ୨ ପିଏଲ୍‌ଏଫ୍‌ଆଇ ସଦସ୍ୟ ମୃତ

ରାଉରକେଲା: ଆଜି ରାଉରକେଲା ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ଜଡା ଜଙ୍ଗଲରେ ପୋଲିସ୍‌ ଓ ପ୍ୟୁପୁଲ୍ସ ଲିବରେଶନ୍‌ ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଲ୍‌ଏଫ୍‌ଆଇ) ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ  ୨ ଜଣ ପିଏଲ୍‌ଏଫ୍‌ଆଇ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ପୋଲସ୍‌ ସର୍ଚ୍ଚ ଅପରେଶନ୍ କରି ୨ଟି ଷ୍ଟେନ୍‌ଗନ୍‌, ବହୁ ଗୁଳିଗୋଳା ଓ ନଗଦ ୪୦ ହଜାର ଟଙ୍କା ଜବତ କରିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।