ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲା: ପ୍ରଫୁଲ୍ଲଙ୍କୁ ୨ ଦିନିଆ ରିମାଣ୍ଡରେ ନେବ ଭିଜିଲାନ୍ସ

ଭୁବନେଶ୍ୱର: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ  ଗିରଫ ହୋଇଥିବା କୋଟିପତି ଖଣି ଅଧିକାରୀ ପ୍ରଫୁଲ୍ଲ ସେଠୀଙ୍କୁ ଆସନ୍ତାକାଲିଠାରୁ ଦୁଇ ଦିନିଆ ରିମାଣ୍ଡରେ ନେବ ଭିଜିଲାନ୍ସ। ଏଥିପାଇଁ ଆଜି ଭୁବନେଶ୍ୱର ଭିଜିଲାନ୍ସ କୋର୍ଟ ଅନୁମତି ଦେଇଛନ୍ତି। ଏବେ ଯାଏ ପ୍ରଫୁଲଙ୍କ ନିକଟରେ ଥିବା ଆୟ ବହିର୍ଭୂତ ସମ୍ପତ୍ତିର ପରିମାଣ ୩ କୋଟି ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ତାଙ୍କର ଏକ ବ୍ୟାଙ୍କ୍ ଲକରରୁ ୪୪୭ ଗ୍ରାମର ସୁନା ବିସ୍କୁଟ୍ ବି ଜବତ କରାଯାଇଥିଲ। ତାଙ୍କର […]

vigilance

vigilance

Rakesh Mallick
  • Published: Saturday, 19 March 2016
  • Updated: 19 March 2016, 04:58 PM IST

Sports

Latest News

vigilanceଭୁବନେଶ୍ୱର: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ  ଗିରଫ ହୋଇଥିବା କୋଟିପତି ଖଣି ଅଧିକାରୀ ପ୍ରଫୁଲ୍ଲ ସେଠୀଙ୍କୁ ଆସନ୍ତାକାଲିଠାରୁ ଦୁଇ ଦିନିଆ ରିମାଣ୍ଡରେ ନେବ ଭିଜିଲାନ୍ସ। ଏଥିପାଇଁ ଆଜି ଭୁବନେଶ୍ୱର ଭିଜିଲାନ୍ସ କୋର୍ଟ ଅନୁମତି ଦେଇଛନ୍ତି। ଏବେ ଯାଏ ପ୍ରଫୁଲଙ୍କ ନିକଟରେ ଥିବା ଆୟ ବହିର୍ଭୂତ ସମ୍ପତ୍ତିର ପରିମାଣ ୩ କୋଟି ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ତାଙ୍କର ଏକ ବ୍ୟାଙ୍କ୍ ଲକରରୁ ୪୪୭ ଗ୍ରାମର ସୁନା ବିସ୍କୁଟ୍ ବି ଜବତ କରାଯାଇଥିଲ। ତାଙ୍କର ଭୁବନେଶ୍ୱର ସ୍ଥିତ ବାସଭବନରୁ ନଗଦ ୫ ଲକ୍ଷ ଟଙ୍କା ଜବତ କରାଯାଇଥିଲା। ସେ ନିଜର ସଂପର୍କୀୟଙ୍କ ନାଁରେ ସଂପତ୍ତିବାଡ଼ି ରଖିଥିବା ନେଇ ଭିଜିଲାନ୍ସ ଅଧିକାରୀମାନେ ଚଢ଼ାଉ ବେଳେ ଜାଣିବାକୁ ପାଇଥିଲେ।

ତାଙ୍କ ଏକାଉଣ୍ଟକୁ ଅନେକ ଟଙ୍କା ଅନ୍ୟ ଏକାଉଣ୍ଟରୁ ଟ୍ରାନ୍ସଫର କରାଯାଇଥିବା ଭିଜିଲାନ୍ସ ଅଧିକାରୀମାନେ ଜାଣିବାକୁ ପାଇଛନ୍ତି। ତେବେ କିଏ, କାହିଁକି ଓ କେଉଁ ପରିସ୍ଥିତିରେ ପ୍ରଫୁଲ୍ଲଙ୍କ ଏକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିଥିଲା, ସେନେଇ ତନାଘନା କରିବ ଭିଜିଲାନ୍ସ।

ବୁଧବାର ପ୍ରଫୁଲ୍ଲଙ୍କ ଭୁବନେଶ୍ୱର ସ୍ଥିତ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଥିବା ଘର ଓ କାର୍ଯ୍ୟାଳୟ ଉପରେ ଭିଜିଲାନ୍ସ ଅଧିକାରୀମାନେ ଚଢ଼ାଉ କରିଥିଲେ। ଭୁବନେଶ୍ୱରର ପଳାଶୁଣି କେନାଲ୍ ରୋଡ୍ ସ୍ଥିତ ଆପାର୍ଟମେଣ୍ଟ୍, ରସୁଲଗଡ଼ ଶବର ସାହିର ଘର, ଚନ୍ଦ୍ରଶେଖରପୁର ଫ୍ଲାଟ୍, ଯୋଡ଼ା ବାସଭବନ, ନିଶ୍ଚିନ୍ତକୋଇଲିରେ ଥିବା ପୈତୃକ ଘର ଓ ଫୁଲବାଣୀର ସରକାରୀ କାର୍ଯ୍ୟାଳୟ ଉପରେ ଏକକାଳୀନ ଚଢ଼ାଉ ହୋଇଥିଲା। ଏହି ଚଢ଼ାଉ ବେଳେ ଭୁବନେଶ୍ୱରସ୍ଥିତ ତାଙ୍କ ବାସଭବନରୁ ନଗଦ ୫ ଲକ୍ଷ ୨୯ ହଜାର ଟଙ୍କା, ୧୦୦ ଗ୍ରାମରୁ ଊର୍ଦ୍ଧ୍ୱ ଓଜନର ସୁନା ଅଳଙ୍କାର, ଅନେକ ରୂପା ଥାଳି, ହୀରା ଗହଣା ପ୍ରଭୃତି ଜବତ କରାଯାଇଥିଲା। ଏହା ସହିତ ନାନା ସୌଖୀନ ସାମଗ୍ରୀ ମଧ୍ୟ ତାଙ୍କ ବାସଭବନରେ ମିଳିଥିଲା। ଏହି ଚଢ଼ାଉ ବେଳେ ଜଗତସିଂହପୁର ଜିଲ୍ଲାର କିଶନନଗର ଓ କଟକର ନିଶ୍ଚିନ୍ତକୋଇଲିରେ ତାଙ୍କର ଦୁଇଟି ପ୍ଲଟ୍ ଥିବା ମଧ୍ୟ ଜାଣିବାକୁ ପାଇଥିଲେ ଭିଜିଲାନ୍ସ ଅଧିକାରୀ। ନିଜ ନାଁ ଓ ପରିବାର ସଦସ୍ୟଙ୍କ ବ୍ୟତୀତ ଅନ୍ୟ ସମ୍ପର୍କୀୟଙ୍କ ନାଁରେ ବି ପ୍ରଫୁଲ୍ଲ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story