ପୁରୀ ବଡ଼ ଡାକ୍ତରଖାନାରେ ରୋଗୀ ମୃତ୍ୟୁପରେ ଡାକ୍ତରଙ୍କୁ ମାଡ଼ ଅଭିଯୋଗ

ପୁରୀ: ପୁରୀ ବଡ଼ ଡାକ୍ତରଖାନାରେ ରୋଗୀ ମୃତ୍ୟୁକୁ ନେଇ ରୋଗୀଙ୍କ ସମ୍ପର୍କୀୟମାନେ ଆଜି  ଡାକ୍ତରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ବାତ ଓ ଜ୍ୱରରେ ପୀଡିତ ପୁରୀ ସଦର ବ୍ଲକ ବାଲେଶ୍ୱରପାଟଣାର ଅକ୍ଷୟ ସ୍ୱାଇଁ  ଡାକ୍ତରଖାନାରେ  ଚିକିତ୍ସାଧୀନ ଥିଲେ। ତେବେ ଚକିତ୍ସାରେ ଅବହେଳା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଥିଲେ। ପରେ ମୃତକଙ୍କ ସମ୍ପର୍କୀୟମାନେ ପୁରୀ ସିଡିଏମଓଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏନେଇ କୁମ୍ଭାରପଡ଼ା ଥାନାରେ ଅଭିଯୋଗ ହୋଇଛି। ପୋଲିସ୍ ଏହି […]

puri

puri

Rakesh Mallick
  • Published: Saturday, 02 July 2016
  • Updated: 02 July 2016, 06:07 PM IST

Sports

Latest News

ପୁରୀ: ପୁରୀ ବଡ଼ ଡାକ୍ତରଖାନାରେ ରୋଗୀ ମୃତ୍ୟୁକୁ ନେଇ ରୋଗୀଙ୍କ ସମ୍ପର୍କୀୟମାନେ ଆଜି  ଡାକ୍ତରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ବାତ ଓ ଜ୍ୱରରେ ପୀଡିତ ପୁରୀ ସଦର ବ୍ଲକ ବାଲେଶ୍ୱରପାଟଣାର ଅକ୍ଷୟ ସ୍ୱାଇଁ  ଡାକ୍ତରଖାନାରେ  ଚିକିତ୍ସାଧୀନ ଥିଲେ। ତେବେ ଚକିତ୍ସାରେ ଅବହେଳା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଥିଲେ। ପରେ ମୃତକଙ୍କ ସମ୍ପର୍କୀୟମାନେ ପୁରୀ ସିଡିଏମଓଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏନେଇ କୁମ୍ଭାରପଡ଼ା ଥାନାରେ ଅଭିଯୋଗ ହୋଇଛି। ପୋଲିସ୍ ଏହି ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos