ପୁରୀ ଟ୍ରେନ ପୋଡି ଘଟଣାର ତଦନ୍ତରେ ଏନଆଇଏକୁ ସାମିଲ ପାଇଁ କେନ୍ଦ୍ରକୁ ରାଜ୍ୟ ପୋଲିସର ସୁପାରିଶ

ପୁରୀ: ପୁରୀ ଷ୍ଟେସନରେ ଟ୍ରେନ ପୋଡି ଘଟଣାର ତଦନ୍ତରେ ଏନ୍ଆଇଏକୁ ସାମିଲ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ରାଜ୍ୟ ପୋଲିସ ପକ୍ଷରୁ ସୁପାରିଶ କରାଯାଇଛି। ଆଜି ରାଜ୍ୟ ପୋଲିସ୍ ପକ୍ଷରୁ ଏହି ମର୍ମରେ କେନ୍ଦ୍ରକୁ ସୁପାରିଶ କରାଯାଇଥିବା ପୋଲିସ୍ ମୁଖ୍ୟାଳୟ ସୂତ୍ରରୁ ସୂଚନା ମିଳିଛି। ଗତ ୧୨ ତାରିଖରେ ପୁରୀ ଷ୍ଟେସନରେ ଠିଆ ହୋଇଥିବା ୩ଟି ଟ୍ରେନର ଅଗ୍ନିକାଣ୍ଡ ଘଟିଥିଲା। ଏହି ଘଟଣାରେ ପୋଲିସ୍ ରାମଚନ୍ଦ୍ରନ ସୁବାସ ନାମକ ଜଣେ ତାମିଲନାଡୁର ବ୍ୟକ୍ତିଙ୍କୁ ଗିରଫ କରିଥିଲା। ଏବେ […]

puri-train 2

puri-train 2

Rakesh Mallick
  • Published: Thursday, 26 November 2015
  • Updated: 26 November 2015, 04:52 PM IST

Sports

Latest News

ପୁରୀ: ପୁରୀ ଷ୍ଟେସନରେ ଟ୍ରେନ ପୋଡି ଘଟଣାର ତଦନ୍ତରେ ଏନ୍ଆଇଏକୁ ସାମିଲ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ରାଜ୍ୟ ପୋଲିସ ପକ୍ଷରୁ ସୁପାରିଶ କରାଯାଇଛି। ଆଜି ରାଜ୍ୟ ପୋଲିସ୍ ପକ୍ଷରୁ ଏହି ମର୍ମରେ କେନ୍ଦ୍ରକୁ ସୁପାରିଶ କରାଯାଇଥିବା ପୋଲିସ୍ ମୁଖ୍ୟାଳୟ ସୂତ୍ରରୁ ସୂଚନା ମିଳିଛି। ଗତ ୧୨ ତାରିଖରେ ପୁରୀ ଷ୍ଟେସନରେ ଠିଆ ହୋଇଥିବା ୩ଟି ଟ୍ରେନର ଅଗ୍ନିକାଣ୍ଡ ଘଟିଥିଲା। ଏହି ଘଟଣାରେ ପୋଲିସ୍ ରାମଚନ୍ଦ୍ରନ ସୁବାସ ନାମକ ଜଣେ ତାମିଲନାଡୁର ବ୍ୟକ୍ତିଙ୍କୁ ଗିରଫ କରିଥିଲା। ଏବେ ସେ ଜେଲରେ ଅଛି।

ପୂର୍ବରୁ ଉତ୍ତରପ୍ରଦେଶର ହରିଦ୍ୱାର ଓ ବିହାରର ଗୟା ଷ୍ଟେସନରେ ଅନୁରୂପ ଭାବେ ନିଆଁ ଲାଗିଥିଲା। ଦେଶର ବିଭିନ୍ନ ରାଜ୍ୟରେ ଏଭଳି ଘଟଣା ଘଟି ଥିବାରୁ କୌଣସି ସୁଚିନ୍ତିତ ଷଡ଼ଯନ୍ତ୍ର କିମ୍ୱା ଆତଙ୍କବାଦୀଙ୍କ ହାତ ଥିବା ସନ୍ଦେହ କରାଯାଉଛି। ତେବେ ପୁରୀ ସହ ଏ ସମସ୍ତ ଟ୍ରେନ୍ ପୋଡ଼ି ଘଟଣାର ସମ୍ପର୍କ ଅଛି କି ନାହିଁ, ଏନ୍ଆଇଏକୁ ତଦନ୍ତରେ ସାମିଲ କରାଗଲେ ଜଣାପଡ଼ିବ ବୋଲି ଆଶା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story