ପୁରୀ ଟ୍ରେନ ପୋଡି ଘଟଣା: ସୁବାସକୁ ୬ ଦିନିଆ ରିମାଣ୍ଡରେ ନେଲା ଜିଆରପି

ପୁରୀ: ପୁରୀ ଟ୍ରେନ ପୋଡି ଘଟଣାର ଅଭିଯୁକ୍ତ ସୁବାସ ରାମଚନ୍ଦ୍ରନଙ୍କୁ ୬ ଦିନିଆ ରିମାଣ୍ଡରେ ନେଇଛି ଜିଆରପି । ତାକୁ ୧୦ଦିନ ରିମାଣ୍ଡରେ ନେବା ପାଇଁ ଏସଡିଜେଏମ ନିକଟରେ ଆବେଦନ କରିଥିଲା ଜିଆରପି। ଅନ୍ୟପକ୍ଷରେ ଏହି ଘଟଣାର ତଦନ୍ତ ପାଇଁ ପୁରୀରେ ବୁଧବାର ପହଞ୍ଚିଛନ୍ତି ଏନ୍ଆଇଏର ଏସପି ପ୍ରଶାନ୍ତ କୁମାର। ଏନେଇ ସେ ରେଳ ସୁରକ୍ଷା ବଳ ପୋଲିସ୍ କାର୍ଯ୍ୟାଳୟରେ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ଟ୍ରେନ୍ ପୋଡ଼ି ଘଟଣାର ବିଭିନ୍ନ ଦିଗ ସଂପର୍କରେ ଏନ୍ଆଇଏ ଏସପି […]

puri train-podi-ra-mukya-abhijukta-subas

Rakesh Mallick
  • Published: Wednesday, 02 December 2015
  • Updated: 02 December 2015, 01:51 PM IST

ପୁରୀ: ପୁରୀ ଟ୍ରେନ ପୋଡି ଘଟଣାର ଅଭିଯୁକ୍ତ ସୁବାସ ରାମଚନ୍ଦ୍ରନଙ୍କୁ ୬ ଦିନିଆ ରିମାଣ୍ଡରେ ନେଇଛି ଜିଆରପି । ତାକୁ ୧୦ଦିନ ରିମାଣ୍ଡରେ ନେବା ପାଇଁ ଏସଡିଜେଏମ ନିକଟରେ ଆବେଦନ କରିଥିଲା ଜିଆରପି। ଅନ୍ୟପକ୍ଷରେ ଏହି ଘଟଣାର ତଦନ୍ତ ପାଇଁ ପୁରୀରେ ବୁଧବାର ପହଞ୍ଚିଛନ୍ତି ଏନ୍ଆଇଏର ଏସପି ପ୍ରଶାନ୍ତ କୁମାର। ଏନେଇ ସେ ରେଳ ସୁରକ୍ଷା ବଳ ପୋଲିସ୍ କାର୍ଯ୍ୟାଳୟରେ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ଟ୍ରେନ୍ ପୋଡ଼ି ଘଟଣାର ବିଭିନ୍ନ ଦିଗ ସଂପର୍କରେ ଏନ୍ଆଇଏ ଏସପି ପଚାରି ବୁଝିଥିଲେ। ଏଥିସହ ଘଟଣାକ୍ରମର ସିସିଟିଭି ଫୁଟେଜକୁ ଅନୁଧ୍ୟାନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story