ପୁରୀ ସିରିଜ ଟ୍ରେନ୍ ପୋଡି ଘଟଣା: ଗିରଫ ସୁବାସ କହିଥିବା ୩ଜଣଙ୍କ ନାଁକୁ ନେଇ ତନାଘନା ଜାରି

ପୁରୀ: ପୁରୀ ସିରିଜ୍ ଟ୍ରେନ୍ ପୋଡ଼ି ଘଟଣାର ମୁଖ୍ୟ ଅଭିଯୁକ୍ତ ସୁବାସ ରାମଚନ୍ଦ୍ରନକୁ ନେଇ ସସପେନ୍ସ ଜାରି ରହିଛି । ସୁବାସ ଘର ତାମିଲନାଡୁର କେଉଁଠି, ସେ ବୟାନରେ କହିଥିବା ତା’ର ସାଥୀମାନେ କିଏ, କେଉଁ ସଂଗଠନ ସହିତ ତାର ଲିଙ୍କ୍ ରହିଛି କି ନାହିଁ ତାର ଖିଅ ଖୋଜୁଛନ୍ତି ତଦନ୍ତକାରୀ ସଂସ୍ଥା। ଆଜି ବି ଏନ୍ଆଇଏ ଏସପି ରାଜ୍ୟ ଗୁଇନ୍ଦା ବିଭାଗ ସହ ମିଶି ସୁବାସକୁ ଜେରା କରୁଛନ୍ତି। ଜେରା ବେଳେ ସୁବାସ ଉତ୍ତମ, ଗୋପାଳ, […]

puri train-podi-ra-mukya-abhijukta-subas

Rakesh Mallick
  • Published: Sunday, 29 November 2015
  • Updated: 29 November 2015, 03:02 PM IST

Sports

Latest News

ପୁରୀ: ପୁରୀ ସିରିଜ୍ ଟ୍ରେନ୍ ପୋଡ଼ି ଘଟଣାର ମୁଖ୍ୟ ଅଭିଯୁକ୍ତ ସୁବାସ ରାମଚନ୍ଦ୍ରନକୁ ନେଇ ସସପେନ୍ସ ଜାରି ରହିଛି । ସୁବାସ ଘର ତାମିଲନାଡୁର କେଉଁଠି, ସେ ବୟାନରେ କହିଥିବା ତା'ର ସାଥୀମାନେ କିଏ, କେଉଁ ସଂଗଠନ ସହିତ ତାର ଲିଙ୍କ୍ ରହିଛି କି ନାହିଁ ତାର ଖିଅ ଖୋଜୁଛନ୍ତି ତଦନ୍ତକାରୀ ସଂସ୍ଥା। ଆଜି ବି ଏନ୍ଆଇଏ ଏସପି ରାଜ୍ୟ ଗୁଇନ୍ଦା ବିଭାଗ ସହ ମିଶି ସୁବାସକୁ ଜେରା କରୁଛନ୍ତି। ଜେରା ବେଳେ ସୁବାସ ଉତ୍ତମ, ଗୋପାଳ, ଅସରଫ୍ ନାଁ ନେଇଛି । ସେମାନେ ତାର ସାଙ୍ଗ ବୋଲି ସେ କହିଛି । ସୁବାସ ସହିତ ଏମାନଙ୍କ କ’ଣ ସମ୍ପର୍କ, ଏମାନେ ଆତଙ୍କବାଦୀ ସଂଗଠନର ସଦସ୍ୟ କି, ସୁବାସ କହୁଥିବା କଥା ସତ ନାଁ ମିଛ ଏମିତି ସବୁ ପ୍ରଶ୍ନକୁ ନେଇ ତନାଘନା ଚଳାଇଛି ଏନଆଇଏ ଓ ରାଜ୍ୟ ଗୁଇନ୍ଦା ବିଭାଗ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story