ପୁରୀ ଟ୍ରେନ୍ ପୋଡ଼ି ଘଟଣାର ତଦନ୍ତ କରିବ ଏନଆଇଏ

ଭୁବନେଶ୍ୱର: ପୁରୀ ଟ୍ରେନ୍ ପୋଡ଼ି ଘଟଣାର ତଦନ୍ତ କରିବ ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନସୀ (ଏନ୍ଆଇଏ)। ଏ ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଘଟଣାରେ ଆତଙ୍କବାଦୀଙ୍କ ସଂପୃକ୍ତି ନେଇ ନିର୍ଭରଯୋଗ୍ୟ ସୂଚନା ମିଳିଥିବାରୁ ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି। ଏ ସଂପର୍କରେ ଗୃହ ମନ୍ତ୍ରାଳୟ ଓଡ଼ିଶା ସରକାରଙ୍କୁ ସୂଚିତ କରିଥିବା ଦର୍ଶାଯାଇଛି। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇ ନାହିଁ। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ପୁରୀ ଟ୍ରେନ୍ ପୋଡ଼ି ଘଟଣାରେ ଜଡିତ […]

puri-train-born

puri-train-born

Rakesh Mallick
  • Published: Thursday, 03 December 2015
  • Updated: 03 December 2015, 01:45 PM IST

ଭୁବନେଶ୍ୱର: ପୁରୀ ଟ୍ରେନ୍ ପୋଡ଼ି ଘଟଣାର ତଦନ୍ତ କରିବ ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନସୀ (ଏନ୍ଆଇଏ)। ଏ ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଘଟଣାରେ ଆତଙ୍କବାଦୀଙ୍କ ସଂପୃକ୍ତି ନେଇ ନିର୍ଭରଯୋଗ୍ୟ ସୂଚନା ମିଳିଥିବାରୁ ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି। ଏ ସଂପର୍କରେ ଗୃହ ମନ୍ତ୍ରାଳୟ ଓଡ଼ିଶା ସରକାରଙ୍କୁ ସୂଚିତ କରିଥିବା ଦର୍ଶାଯାଇଛି। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇ ନାହିଁ। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ପୁରୀ ଟ୍ରେନ୍ ପୋଡ଼ି ଘଟଣାରେ ଜଡିତ ଟେରର ମଡ୍ୟୁଲ ଦେଶରେ ବିଭିନ୍ନ ସ୍ଥାନକୁ ଯାଇଁ ସମ୍ଭାବ୍ୟ ଟାର୍ଗେଟ୍ ଚିହ୍ନଟ କରିଥିଲା। କମ୍ ଜ୍ୱଳନଶୀଳ ପଦାର୍ଥ ବ୍ୟବହାର କରି ପୁରୀ ସମେତ ଅନ୍ୟ କେତେର ସ୍ଥାନରେ ଟ୍ରେନ୍ରେ ନିଆଁ ଲଗାଯାଇଥିବା ନେଇ ସୂଚନା ମିଳିଥିବା ଗୃହ ମନ୍ତ୍ରାଳୟ କହିଛି। ଏସବୁକୁ ବିଚାରକୁ ନେଇ ଘଟଣାର ଏନଆଇଏ ତଦନ୍ତ ନିଦ୍ଦେର୍ଶ ଦିଆଯାଇଛି। ସେପଟେ ଏହି ଘଟଣାର ଅଭିଯୁକ୍ତ ରାମଚନ୍ଦ୍ରନ ସୁବାସଙ୍କୁ ପୁଣି ଥରେ ରିମାଣ୍ଡରେ ନେଇ ଜେରା କରୁଛି ଜିଆରପି। ଖଡଗପୁରରୁ ଆସିଥିବା ସିଆଇଡି ଟିମ୍ ମଧ୍ୟ ଆଜି ସୁବାସକୁ ପଚରାଉଚରା କରିଛି। ଉତ୍ତରାଖଣ୍ଡ ହରିଦ୍ୱାର ରେଲବାଇ ପୋଲିସ ଗତକାଲି ପୁରୀ ଆସି ତାକୁ ଜେରା କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story