ପୁରୀ ଟ୍ରେନ ପୋଡ଼ି ଘଟଣା: ଗିରଫ ରାମଚନ୍ଦ୍ରନକୁ ଅଧିକ ପଚରାଉଚରା ଲାଗି ଭୁବନେଶ୍ୱର ଅଣାଗଲା

ଭୁବନେଶ୍ୱର: ପୁରୀରେ ଟ୍ରେନ୍ ପୋଡ଼ି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରାମଚନ୍ଦ୍ରନ୍ ସୁବାସକୁ ଆଜି ୬ ଦିନିଆ ରିମାଣ୍ଡରେ ଆଣିଛି ଭୁବନେଶ୍ୱର ରେଳବାଇ ପୋଲିସ। ରାମଚନ୍ଦ୍ରନଙ୍କୁ ମଞ୍ଚେଶ୍ୱର ରେଳବାଇ ପୋଲିସ ଫାଣ୍ଡିରେ କଡ଼ା ସୁରକ୍ଷା ମଧ୍ୟରେ ରଖାଯାଇଛି। ତା’ର ପଲିଗ୍ରାଫ୍ ଟେଷ୍ଟ କରାଯାଇପାରେ। ରାଜ୍ୟ ବାହାରର ଜିଆରପି ଅଧିକାରୀ ମଧ୍ୟ ତାକୁ ପଚରାଉଚୁରା କରିବେ। ଦେଶର ବିଭିନ୍ନ ସ୍ଥାନରେ ବିଭିନ୍ନ ସମୟରେ ଟ୍ରେନ ଅଗ୍ନିକାଣ୍ଡ ହୋଇ ବିପୁଳ କ୍ଷୟକ୍ଷତି ହୋଇଛି। ଏସବୁ ନେଇ ଜିଆରପି ରାମଚନ୍ଦ୍ରନକୁ ପଚରାଉଚୁରା […]

puri-train 2

puri-train 2

Rakesh Mallick
  • Published: Friday, 20 November 2015
  • Updated: 20 November 2015, 10:09 AM IST

Sports

Latest News

ଭୁବନେଶ୍ୱର: ପୁରୀରେ ଟ୍ରେନ୍ ପୋଡ଼ି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରାମଚନ୍ଦ୍ରନ୍ ସୁବାସକୁ ଆଜି ୬ ଦିନିଆ ରିମାଣ୍ଡରେ ଆଣିଛି ଭୁବନେଶ୍ୱର ରେଳବାଇ ପୋଲିସ। ରାମଚନ୍ଦ୍ରନଙ୍କୁ ମଞ୍ଚେଶ୍ୱର ରେଳବାଇ ପୋଲିସ ଫାଣ୍ଡିରେ କଡ଼ା ସୁରକ୍ଷା ମଧ୍ୟରେ ରଖାଯାଇଛି। ତା'ର ପଲିଗ୍ରାଫ୍ ଟେଷ୍ଟ କରାଯାଇପାରେ। ରାଜ୍ୟ ବାହାରର ଜିଆରପି ଅଧିକାରୀ ମଧ୍ୟ ତାକୁ ପଚରାଉଚୁରା କରିବେ। ଦେଶର ବିଭିନ୍ନ ସ୍ଥାନରେ ବିଭିନ୍ନ ସମୟରେ ଟ୍ରେନ ଅଗ୍ନିକାଣ୍ଡ ହୋଇ ବିପୁଳ କ୍ଷୟକ୍ଷତି ହୋଇଛି। ଏସବୁ ନେଇ ଜିଆରପି ରାମଚନ୍ଦ୍ରନକୁ ପଚରାଉଚୁରା କରିପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story