ପୁରୀ ଟ୍ରେନ ପୋଡ଼ି ମାମଲା: ରିମାଣ୍ଡ ଶେଷ ପରେ ଜେଲ ଗଲା ସୁବାସ

ପୁରୀ: ପୁରୀ ସିରିଜ୍ ଟ୍ରେନ ପୋଡ଼ି ଘଟଣାର ମୁଖ୍ୟ ଅଭିଯୁକ୍ତ ସୁବାସ ରାମଚନ୍ଦ୍ରନର ୩ଦିନିଆ ରିମାଣ୍ଡ ଆଜି ଶେଷ ହୋଇଛି। ତାକୁ ଜେଲକୁ ପଠାଇ ଦିଆଯାଇଛି। ଗତକାଲି ଭୁବନେଶ୍ୱରରେ ସୁବାସର କରାଯାଇଥିବା ଲାଏ ଡିଟେକସନ୍ ଟେଷ୍ଟର ରିପୋର୍ଟକୁ ଏସଡିଜେଏମ୍ କୋର୍ଟଙ୍କୁ ପୁରୀ ଜିଆରପି ପ୍ରଦାନ କରିଛି। ସୁବାସକୁ ରିମାଣ୍ଡରେ ନେବା ଲାଗି କୋର୍ଟରେ ଆବେଦନ କରିଛି ଉତ୍ତରାଖଣ୍ଡର ହରିଦ୍ୱାର ରେଳବାଇ ପୋଲିସ। ଗତ ୪ତାରିଖରେ ହରିଦ୍ୱାରରେ ଏକ ଟ୍ରେନ ପୋଡି ଘଟଣାରେ ସୁବାସ ସମ୍ପୃକ୍ତ ଥିବା ସେଠିକାର […]

puri train-podi-ra-mukya-abhijukta-subas

Rakesh Mallick
  • Published: Tuesday, 08 December 2015
  • Updated: 09 December 2015, 02:59 AM IST

ପୁରୀ: ପୁରୀ ସିରିଜ୍ ଟ୍ରେନ ପୋଡ଼ି ଘଟଣାର ମୁଖ୍ୟ ଅଭିଯୁକ୍ତ ସୁବାସ ରାମଚନ୍ଦ୍ରନର ୩ଦିନିଆ ରିମାଣ୍ଡ ଆଜି ଶେଷ ହୋଇଛି। ତାକୁ ଜେଲକୁ ପଠାଇ ଦିଆଯାଇଛି। ଗତକାଲି ଭୁବନେଶ୍ୱରରେ ସୁବାସର କରାଯାଇଥିବା ଲାଏ ଡିଟେକସନ୍ ଟେଷ୍ଟର ରିପୋର୍ଟକୁ ଏସଡିଜେଏମ୍ କୋର୍ଟଙ୍କୁ ପୁରୀ ଜିଆରପି ପ୍ରଦାନ କରିଛି।

ସୁବାସକୁ ରିମାଣ୍ଡରେ ନେବା ଲାଗି କୋର୍ଟରେ ଆବେଦନ କରିଛି ଉତ୍ତରାଖଣ୍ଡର ହରିଦ୍ୱାର ରେଳବାଇ ପୋଲିସ। ଗତ ୪ତାରିଖରେ ହରିଦ୍ୱାରରେ ଏକ ଟ୍ରେନ ପୋଡି ଘଟଣାରେ ସୁବାସ ସମ୍ପୃକ୍ତ ଥିବା ସେଠିକାର ଜିଆରପିର ପଚରାଉଚରା ବେଳେ ସ୍ୱୀକାର କରିଛି। ୪ଜଣଙ୍କ ସହ ମିଶି ସୁବାସ ସେଠାରେ ନିଆଁ ଲଗାଇଥିବା ଓ ଏ ନେଇ ଏକ ମାମଲା ରୁଜୁ ହୋଇଥିବା ହାବିଲଦାର ଓମବୀର ସିଂହ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story