ବାରିପଦା: ନାବାଳିକାକୁ ବଳାତ୍କାର ପରେ ହତ୍ୟା ଅଭିଯୋଗ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ସାନକୁମୁରୁମରେ ଜଣେ ନାବାଳିକାକୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ନାବାଳିକାର ଘର ଝାଡ଼ଖଣ୍ଡର ପୂର୍ବ ସିଂହଭୂମ ଥାନା ଅନ୍ତର୍ଗତ ମାନପୁର ଗାଁରେ। ଗତ କିଛି ବର୍ଷ ହେଲା ସେ ସାନକୁମୁରୁମ୍‌ରେ ତା’ ମାମୁଁ ଘରେ ରହି ପାଠ ପଢୁଥିଲା। ତାକୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ନେଇ ତା’ ମାମୁଁ ଥାନାରେ ଅଭିଯୋଗ କରିଛନ୍ତି। ତିରିଂ ଥାନା ପୋଲିସ୍ ଘଟଣାର ତଦନ୍ତ କରୁଛି। ଅଭିଯୋଗ […]

hatya

hatya

Rakesh Mallick
  • Published: Friday, 25 March 2016
  • Updated: 25 March 2016, 08:11 AM IST

Sports

Latest News

ବାରିପଦା: ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ସାନକୁମୁରୁମରେ ଜଣେ ନାବାଳିକାକୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ନାବାଳିକାର ଘର ଝାଡ଼ଖଣ୍ଡର ପୂର୍ବ ସିଂହଭୂମ ଥାନା ଅନ୍ତର୍ଗତ ମାନପୁର ଗାଁରେ। ଗତ କିଛି ବର୍ଷ ହେଲା ସେ ସାନକୁମୁରୁମ୍‌ରେ ତା’ ମାମୁଁ ଘରେ ରହି ପାଠ ପଢୁଥିଲା। ତାକୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ନେଇ ତା’ ମାମୁଁ ଥାନାରେ ଅଭିଯୋଗ କରିଛନ୍ତି। ତିରିଂ ଥାନା ପୋଲିସ୍ ଘଟଣାର ତଦନ୍ତ କରୁଛି।

ଅଭିଯୋଗ ଅନୁଯାୟୀ, ଗତକାଲି ବାଳିକାଟିର ବାପା ସାନକୁମୁରୁମ୍‌ ଆସିଥିଲେ। ବାପାଙ୍କୁ ଆଣିବା ପାଇଁ ସେ ସାଇକେଲ୍‌ରେ ଯାଇଥିଲା ବସ୍‌ଷ୍ଟାଣ୍ଡକୁ। ତା’ବାପା କିନ୍ତୁ ତାକୁ ବସ୍‌ଷ୍ଟାଣ୍ଡରେ ପାଇ ନ ଥିଲେ। ଘରେ ପହଞ୍ଚିବା ପରେ ସେ ଝିଅକୁ ଖୋଜିଥିଲେ। ବହୁ ଖୋଜାଖୋଜି ପରେ ସନ୍ଧ୍ୟାରେ ସାନକିଆଜଙ୍ଗ ଗାଁ ପାଖ ଆକାଶିଆ ଜଙ୍ଗଲରୁ ଝିଅଟିର କ୍ଷତବିକ୍ଷତ ମୃତଦେହ ମିଳିଥିଲା। ତା’ ମୃତଦେହଠାରୁ କିଛି ଦୂରରେ ସାଇକେଲଟି ଥିଲା। ତା’ ପୋଷାକପତ୍ର ଅନ୍ୟତ୍ର ପଡ଼ିଥିଲା। ଘଟଣାସ୍ଥଳରୁ କିଛି ଦୂରରେ କିଛି ମଦ ବୋତଲ ମଧ୍ୟ ପଡ଼ିଥିବା ଅଭିଯୋଗ ହୋଇଛି।

ଖବର ପାଇ ରାଇରଙ୍ଗପୁର ଏସ୍‌ଡିପିଓ ମୋହନପାଣି କାରୁଆ ଓ ତିରିଂ ଥାନା ଅଧିକାରୀ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହିତ ମୃତଦେହକୁ ଜବତ କରିଥିଲେ। ଆଜି ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ତଦନ୍ତ କରିଛି।

ନାବାଳିକାର ବାପା କହିଛନ୍ତି,“ମୋ ଝିଅ ସହିତ ଯାହା ଘଟିଛି ତାହା ଠିକ୍ ହୋଇ ନାହିଁ। ଅଭିଯୁକ୍ତକୁ ଧରି କଡ଼ା ଦଣ୍ଡ ଦିଆଯାଉ।”

ରାଇରଙ୍ଗପୁର ଏସ୍ଡିପିଓ ମୋହନପାଣି କାରୁଆ କହିଛନ୍ତି,“ଗତକାଲି ଦିନ ପ୍ରାୟ ୨ଟା ୧୫ରେ ନାବାଳିକାଟିର ବାପା ତାଙ୍କ ଝିଅକୁ  କେହି ଦୁର୍ବୃତ୍ତ ଦୁଷ୍କର୍ମ କରି ଗଳା ଚିପି ହତ୍ୟା କରିଥିବା ନେଇ ଥାନାରେ ରିପୋର୍ଟ କରିଥିଲେ। ଅଭିଯୋଗ ପାଇବା ପରେ ତିରିଂ ଥାନାର ଭାରପ୍ରାପ୍ତ ଅଧିକାରୀ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ। ତଦନ୍ତ ଚାଲିଛି। ତଦନ୍ତ ପରେ ପୂରା ଘଟଣା ସାମ୍ନାକୁ ଆସିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story