ପଲିଗ୍ରାଫ୍‌ ଟେଷ୍ଟ ରିପୋର୍ଟ: ରାଜା ମୃତ୍ୟୁ ଘଟଣାରେ ଜେସିଙ୍କ ସମ୍ପୃକ୍ତି ପ୍ରମାଣ ମିଳୁନି

ସୋର:  ଟେଲି ଅଭିନେତା ରାଜା ମୃତ୍ୟୁ ମାମଲାରେ ମଙ୍ଗଳବାର ଅଭିନେତ୍ରୀ ପ୍ରଲିପ୍ତା ପ୍ରିୟଦର୍ଶନୀ ସାମଲ ଓରଫ୍ ଜେସିର ପଲିଗ୍ରାଫ୍‌ ଟେଷ୍ଟ ରିପୋର୍ଟ ଏଫଏସଏଲ ପକ୍ଷରୁ ବାଲେଶ୍ୱର ପୋଲିସକୁ ହସ୍ତାନ୍ତର କରାଯାଇଛି । ରିପୋର୍ଟ ମୁତାବକ ଜେସିଙ୍କ ଅଧିକାଂଶ ବୟାନରେ ସତ୍ୟତା ରହିଛି। ରାଜାଙ୍କ ମୃତ୍ୟୁରେ ଜେସି ସମ୍ପୃକ୍ତ ଥିବା ନେଇ  କିଛି ସୁରାକ୍ ମିଳିନାହିଁ। ତେବେ ଏକାଠି ରହିବା ଓ ବିବାହ ପ୍ରସଙ୍ଗରେ ଜେସିଙ୍କ ବୟାନରେ ତାଳମେଳ ରହୁ ନ ଥିବା ରିପୋର୍ଟରୁ ଜଣାପଡିଛି। ଅନ୍ୟପକ୍ଷରେ ଜେସି […]

pralipta-priyadarini-and -raja-murder-case

Rakesh Mallick
  • Published: Tuesday, 23 February 2016
  • Updated: 23 February 2016, 06:01 PM IST

Sports

Latest News

ସୋର:  ଟେଲି ଅଭିନେତା ରାଜା ମୃତ୍ୟୁ ମାମଲାରେ ମଙ୍ଗଳବାର ଅଭିନେତ୍ରୀ ପ୍ରଲିପ୍ତା ପ୍ରିୟଦର୍ଶନୀ ସାମଲ ଓରଫ୍ ଜେସିର ପଲିଗ୍ରାଫ୍‌ ଟେଷ୍ଟ ରିପୋର୍ଟ ଏଫଏସଏଲ ପକ୍ଷରୁ ବାଲେଶ୍ୱର ପୋଲିସକୁ ହସ୍ତାନ୍ତର କରାଯାଇଛି । ରିପୋର୍ଟ ମୁତାବକ ଜେସିଙ୍କ ଅଧିକାଂଶ ବୟାନରେ ସତ୍ୟତା ରହିଛି। ରାଜାଙ୍କ ମୃତ୍ୟୁରେ ଜେସି ସମ୍ପୃକ୍ତ ଥିବା ନେଇ  କିଛି ସୁରାକ୍ ମିଳିନାହିଁ। ତେବେ ଏକାଠି ରହିବା ଓ ବିବାହ ପ୍ରସଙ୍ଗରେ ଜେସିଙ୍କ ବୟାନରେ ତାଳମେଳ ରହୁ ନ ଥିବା ରିପୋର୍ଟରୁ ଜଣାପଡିଛି।

ଅନ୍ୟପକ୍ଷରେ ଜେସି ୧୫ ଦିନିଆ ବିଚାର ବିଭାଗୀୟ ହାଜତରେ ଥିବା ବେଳେ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆଜି ମଧ୍ୟାହ୍ନ ଭୋଜନ କରିବା ପରେ  ସେ ଅସୁସ୍ଥ ଅନୁଭବ କରିଥିବା ଜେଲରଙ୍କୁ ଜଣାଇଥିଲେ।

ଏହାପୂର୍ବରୁ ଆଜି ଜେସିଙ୍କ ମା’ ଓ ବାପା ଜେଲ୍‌କୁ ଯାଇ ଝିଅକୁ ଭେଟିଥିଲେ।  ତାଙ୍କ ଝିଅକୁ ଫସାଇ ଦିଆଯାଇଥିବା ଜେସିଙ୍କ ମା’ ଅଭିଯୋଗ କରିଛନ୍ତି। ରାଜା ମୃତ୍ୟୁ ମାମଲାରେ ଗିରଫ ହୋଇଥିବା ଜେସି ଗତ ୧୬ ତାରିଖରୁ  ସୋର ଜେଲର ମହିଳା ୱାର୍ଡର ୯ନଂ ସେଲ୍‌ରେ ରହୁଛନ୍ତି। ଆସନ୍ତା ୧ ତାରିଖରେ  ବାଲେଶ୍ୱର ଜିଲ୍ଲା ଓ ଦୌରାଜଜ୍‌ଙ୍କ କୋର୍ଟରେ ଜେସିଙ୍କ ଜାମିନ୍ ଆବେଦନର ଶୁଣାଣି ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story