ରାଜଧାନୀରେ ବେଆଇନ ବାର ଡ୍ୟାନ୍ସ ରୋକିବାକୁ ସ୍ପେଶାଲ ସ୍କ୍ୱାଡ

ଭୁବନେଶ୍ୱର: ରାଜଧୀନରେ ବେଆଇନ ବାର୍ ଡ୍ୟାନ୍ସ ରୋକିବାକୁ ସ୍ପେଶାଲ ସ୍କ୍ୱାଡ ଗଠନ କରାଯାଇଛି। ପୋଲିସ ଓ ଅବକାରୀ କମିଶନଙ୍କ ନେତୃତ୍ୱରେ ଏହି ସ୍କ୍ୱାଡ ଗଠନ କରାଯାଇଛି। ଏହି ସ୍କ୍ୱାଡ ଭୁବନେଶ୍ୱରରେ ଥିବା ବାରଗୁଡିକ ଉପରେ ଅତର୍କିତ ଚଢାଉ କରି ଯାଞ୍ଚ କରିବ। ସେପଟେ ବାରରେ ସିସିଟିଭି ଲଗାଇବା ନେଇ ଆଇନଗତ ତର୍ଜମା ଚାଲିଥିବା ପୋଲିସ କମିଶନର ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି। ରାତି ୧୦ଟା ପରେ ବାରରେ ମ୍ୟୁଜିକ୍ ଓ ୧୨ଟା ସୁଦ୍ଧା ବାର ବନ୍ଦ […]

bar1

bar1

Rakesh Mallick
  • Published: Wednesday, 04 November 2015
  • Updated: 04 November 2015, 03:02 PM IST

Sports

Latest News

ଭୁବନେଶ୍ୱର: ରାଜଧୀନରେ ବେଆଇନ ବାର୍ ଡ୍ୟାନ୍ସ ରୋକିବାକୁ ସ୍ପେଶାଲ ସ୍କ୍ୱାଡ ଗଠନ କରାଯାଇଛି। ପୋଲିସ ଓ ଅବକାରୀ କମିଶନଙ୍କ ନେତୃତ୍ୱରେ ଏହି ସ୍କ୍ୱାଡ ଗଠନ କରାଯାଇଛି। ଏହି ସ୍କ୍ୱାଡ ଭୁବନେଶ୍ୱରରେ ଥିବା ବାରଗୁଡିକ ଉପରେ ଅତର୍କିତ ଚଢାଉ କରି ଯାଞ୍ଚ କରିବ। ସେପଟେ ବାରରେ ସିସିଟିଭି ଲଗାଇବା ନେଇ ଆଇନଗତ ତର୍ଜମା ଚାଲିଥିବା ପୋଲିସ କମିଶନର ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି। ରାତି ୧୦ଟା ପରେ ବାରରେ ମ୍ୟୁଜିକ୍ ଓ ୧୨ଟା ସୁଦ୍ଧା ବାର ବନ୍ଦ ହେବା ନିୟମର କଡାକଡି ପାଳନ କରାଯିବ। ରାଜ୍ୟ ଅବକାରୀ ଆଇନ ଅନୁସାରେ ଝିଅମାନଙ୍କୁ ବାରରେ ନିୟୋଜିତ କରିବା ଉପରେ ରହିଥିବା କଟକଣାର ମଧ୍ୟ ସ୍କ୍ୱାଡ ତଦାରଖ କରିବ ବୋଲି ସେ କହିଛନ୍ତି।

ରାଜଧାନୀର କେତେକ ବାରରେ ଅଶାଳୀନ ନୃତ୍ୟ ପ୍ରଦର୍ଶନ କରାଯାଉଥିବା ଅଭିଯୋଗ ହୋଇଥିଲା। ଏ ନେଇ ପୂର୍ବରୁ ୬ଟି ବାର ଆଣ୍ଡ ରେଷ୍ଟୁରାଣ୍ଟକୁ ଅବକାରୀ ବିଭାଗ ନୋଟିସ୍ ଜାରି କରିଥିଲା। ମାତ୍ର ଏହାକୁ ବେଖାତିର କରି ଏସବୁ ବାରରେ ଡ୍ୟାନ୍ସ ଜାରି ରହିଥିଲା। ବାରଗୁଡିକରେ ଯେକୌଣସି ପ୍ରକାରର ବେଆଇନ କାମ ରୋକିବା ଲାଗି ନିର୍ଦ୍ଦେଶ ଦିଆଯାଇଥିବା ଅବକାରୀ ମନ୍ତ୍ରୀ ଦାମଦୋର ରାଉତ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story