ରମେଶ ଜେନାଙ୍କୁ ୫ ଦିନ ରିମାଣ୍ଡରେ ନେବ ପୋଲିସ

ବ୍ରହ୍ମପୁର: ଗିରଫ ହୋଇ ଜେଲରେ ଥିବା ସାନଖେମୁଣ୍ଡିର ପୂର୍ବତନ କଂଗ୍ରେସ ବିଧାୟକ ରମେଶ ଜେନାଙ୍କୁ ରିମାଣ୍ଡରେ ଆଣି ଅଧିକ ଜେରା କରିବ ପୋଲିସ। ବ୍ରହ୍ମପୁର ଏସ୍‌ଡିଜେଏମ୍‌ଙ୍କ କୋର୍ଟ ରମେଶଙ୍କୁ ୫ଦିନ ରାମାଣ୍ଡରେ ନେବାକୁ ଅନୁମୋତି ଦେଇଛନ୍ତି। ପୋଲିସ ରମେଶଙ୍କୁ ୧୪ ଦିନିଆ ରିମାଣ୍ଡ ନେବାକୁ ଆବେଦନ କରିଥିଲା। ସେହିପରି ଅଟକ ଥିବା କର୍ପୋରେଟର ରଞ୍ଜିତ ନାୟକଙ୍କୁ ପୋଲିସ ଆଜି ଗିରଫ କରିଛି। ପୋଲିସ ବାଲିଘାଟ ନିଲାମ, ବିଲଡର୍ସଙ୍କଠାରୁ ଦାଦାବଟି ଆଦାୟ, ଟେଣ୍ଡର ଫିକ୍ସିଂ ଓ ବେଆଇନ ଅସ୍ତ୍ରଶସ୍ତ୍ର କାରବାର […]

ramesh jena

ramesh jena

Rakesh Mallick
  • Published: Tuesday, 08 March 2016
  • Updated: 08 March 2016, 06:06 PM IST

Sports

Latest News

ବ୍ରହ୍ମପୁର: ଗିରଫ ହୋଇ ଜେଲରେ ଥିବା ସାନଖେମୁଣ୍ଡିର ପୂର୍ବତନ କଂଗ୍ରେସ ବିଧାୟକ ରମେଶ ଜେନାଙ୍କୁ ରିମାଣ୍ଡରେ ଆଣି ଅଧିକ ଜେରା କରିବ ପୋଲିସ। ବ୍ରହ୍ମପୁର ଏସ୍‌ଡିଜେଏମ୍‌ଙ୍କ କୋର୍ଟ ରମେଶଙ୍କୁ ୫ଦିନ ରାମାଣ୍ଡରେ ନେବାକୁ ଅନୁମୋତି ଦେଇଛନ୍ତି। ପୋଲିସ ରମେଶଙ୍କୁ ୧୪ ଦିନିଆ ରିମାଣ୍ଡ ନେବାକୁ ଆବେଦନ କରିଥିଲା। ସେହିପରି ଅଟକ ଥିବା କର୍ପୋରେଟର ରଞ୍ଜିତ ନାୟକଙ୍କୁ ପୋଲିସ ଆଜି ଗିରଫ କରିଛି।

ପୋଲିସ ବାଲିଘାଟ ନିଲାମ, ବିଲଡର୍ସଙ୍କଠାରୁ ଦାଦାବଟି ଆଦାୟ, ଟେଣ୍ଡର ଫିକ୍ସିଂ ଓ ବେଆଇନ ଅସ୍ତ୍ରଶସ୍ତ୍ର କାରବାର କ୍ଷେତ୍ରରେ ରମେଶ ଜେନାଙ୍କ ସମ୍ପୃକ୍ତି ଅଭିଯୋଗର ଖୋଳତାଡ ଆରମ୍ଭ କରିଛି।

ରମେଶ ଓ ରଞ୍ଜିତଙ୍କ ଗିରଫଦାରୀକୁ ବିରୋଧ କରି ଜିଲ୍ଲା କଂଗ୍ରେସ ପକ୍ଷରୁ ଦକ୍ଷିଣାଞ୍ଚଳ ରେଞ୍ଜ ପୋଲିସ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story