ରମେଶ ଲିଙ୍କ୍: ଗିରଫ କର୍ପୋରେଟର ମୁରଲୀଙ୍କ ୪ ଟ୍ରକ୍ ସମେତ ୧୦ ଗାଡ଼ି ଜବତ

ବ୍ରହ୍ମପୁର: ଗିରଫ ପୂର୍ବତନ ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ସହିତ ମିଶି ବିଭିନ୍ନ ଅପରାଧିକ କାର୍ଯ୍ୟ କରିଥିବା ଅଭିଯୋଗରେ ଗିରଫ ବ୍ରହ୍ମପୁରର କର୍ପୋରେଟର ମୁରଲୀ ମୋହନଙ୍କର ୪ଟି ଟ୍ରକ୍, ୩ଟି ମୋଟର ସାଇକେଲ୍, ଗୋଟିଏ ହୋଣ୍ଡା ଆକ୍ଟିଭା, ଗୋଟିଏ ହିଟାଚି ଓ ଗୋଟିଏ ଜେସିବିକୁ ଜବତ କରିଛି ପୋଲିସ୍। ଜେରା ବେଳେ ଏସବୁ ସଂପର୍କରେ ମୁରଲୀ  ସୂଚନା ଦେଇଥିଲେ ବୋଲି ଆଜି ବ୍ରହ୍ମପୁର ଏସ୍‌ପି ଆଶିଷ କୁମାର ସିଂ କହିଛନ୍ତି। ଅନ୍ୟପକ୍ଷରେ କେ. କୁମାର ନାମକ ରମେଶଙ୍କ […]

brahmapursp

brahmapursp

Rakesh Mallick
  • Published: Saturday, 26 March 2016
  • Updated: 26 March 2016, 11:53 AM IST

Sports

Latest News

[caption id="attachment_75791" align="alignleft" width="300"]brahmapursp ବ୍ରହ୍ମପୁର ଏସ୍‌ପି ଆଶିଷ କୁମାର ସିଂ[/caption]

ବ୍ରହ୍ମପୁର: ଗିରଫ ପୂର୍ବତନ ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ସହିତ ମିଶି ବିଭିନ୍ନ ଅପରାଧିକ କାର୍ଯ୍ୟ କରିଥିବା ଅଭିଯୋଗରେ ଗିରଫ ବ୍ରହ୍ମପୁରର କର୍ପୋରେଟର ମୁରଲୀ ମୋହନଙ୍କର ୪ଟି ଟ୍ରକ୍, ୩ଟି ମୋଟର ସାଇକେଲ୍, ଗୋଟିଏ ହୋଣ୍ଡା ଆକ୍ଟିଭା, ଗୋଟିଏ ହିଟାଚି ଓ ଗୋଟିଏ ଜେସିବିକୁ ଜବତ କରିଛି ପୋଲିସ୍। ଜେରା ବେଳେ ଏସବୁ ସଂପର୍କରେ ମୁରଲୀ  ସୂଚନା ଦେଇଥିଲେ ବୋଲି ଆଜି ବ୍ରହ୍ମପୁର ଏସ୍‌ପି ଆଶିଷ କୁମାର ସିଂ କହିଛନ୍ତି।

ଅନ୍ୟପକ୍ଷରେ କେ. କୁମାର ନାମକ ରମେଶଙ୍କ ଅନ୍ୟ ଜଣେ ସହଯୋଗୀଙ୍କୁ ବ୍ରହ୍ମପୁର ଟାଉନ୍ ଥାନା  ପୁଲିସ ଗିରଫ କରିଛି। ତାଙ୍କଠାରୁ ଗୋଟିଏ ପିସ୍ତଲ ଜବତ କରାଯାଇଛି।

ଡକାୟତ ଗ୍ୟାଙ୍ଗର ସଦସ୍ୟ ସନ୍ତୋଷ ବେହେରାକୁ ଜେରା ବେଳେ ମିଳିଥିବା ସୂଚନାକୁ ଭିତ୍ତି କରି ଅଧିକ ତଥ୍ୟ ସଂଗ୍ରହ ପାଇଁ ଦୁଇଟି ପୁଲିସ ଟିମ୍ ଜିଲ୍ଲା ବାହାରକୁ ଯାଇଛି ବୋଲି ଏସ୍‌ପି ଆଶିଷ କୁମାର ସିଂ କହିଛନ୍ତି।

ସୂଚନାଯୋଗ୍ୟ, ସନ୍ତୋଷକୁ ଭୁବନେଶ୍ୱରର କମିଶନରେଟ୍ ପୋଲିସ୍ ଗିରଫ କରିଥିଲା। ଗିରଫଦାରୀ ପରେ ତା’ର ରମେଶଙ୍କ ସହିତ ସଂପର୍କ ଥିବା ଜଣାପଡ଼ିଥିଲା। ଏହା ପରେ ବ୍ରହ୍ମପୁର ପୋଲିସ୍ ତାକୁ ରିମାଣ୍ଡରେ ନେଇ ଜେରା କରିଛି।

ଏସ୍‌ପି କହିଛନ୍ତି,“ରମେଶ ଓ ଗିରଫ ଅନ୍ୟ ଅଭିଯୁକ୍ତଙ୍କ ନାଁରେ ଜୋରଜବରଦସ୍ତି ଅବା କମ୍ ଟଙ୍କା ଦେଇ ଜମି ହଡ଼ପ କରିବା ନେଇ ଏକାଧିକ ଅଭିଯୋଗ ଆସିଛି। ଆମେ ଏ ଦିଗରେ ତଦନ୍ତ କରିବା ପାଇଁ ଓ ଡକ୍ୟୁମେଣ୍ଟଗୁଡ଼ିକୁ ଯାଞ୍ଚ କରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଛୁ।”

ଏସ୍‌ପି ଆଶିଷ କୁମାର ସଂ ଆହୁରି ମଧ୍ୟ କହିଛନ୍ତି ଯେ ଅପରାଧୀଙ୍କୁ ଧରିବା ପାଇଁ ବ୍ରହ୍ମପୁର ପୋଲିସ୍ ପକ୍ଷରୁ ଆସନ୍ତା ରବିବାରଠାରୁ ଏକ ସ୍ୱତନ୍ତ୍ର ଡ୍ରାଇଭ୍ ଆରମ୍ଭ କରାଯିବ।

ଅନ୍ୟପକ୍ଷରେ ମୁରଲୀଙ୍କ ୭ ଦିନିଆ ରିମାଣ୍ଡ ଅବଧି ଆଜି ଶେଷ ହୋଇଛି। ତାଙ୍କୁ କୋର୍ଟରେ ହାଜର କରାଯିବା ପରେ ଜେଲ୍‌କୁ ପଠାଇ ଦିଆଯାଇଛି। ତା’ସହିତ ରମେଶଙ୍କ ବାପା ଅରକ୍ଷିତ ଜେନାଙ୍କ ରିମାଣ୍ଡ ସରିବା ପରେ ତାଙ୍କୁ ବି ଆଜି କୋର୍ଟରେ ହାଜର କରାଯାଇଥିଲା। ତାଙ୍କୁ ବି ଜେଲ୍‌କୁ ପଠାଇ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story