ବେଆଇନ ଗୁଟଖା କାରବାର ଅଭିଯୋଗରେ ରମେଶଙ୍କ ନାମରେ ଆଉ ଏକ ମାମଲା

ବ୍ରହ୍ମପୁର: ରମେଶ ଜେନାଙ୍କ ନାମରେ ଆଜି ଆଉ ଏକ ନୂଆ ମାମଲା ରୁଜୁ ହୋଇଛି। ବେଆଇନ ଗୁଟ୍‌ଖା କାରବାର କରୁଥିବା ଅଭିଯୋଗରେ ବ୍ରହ୍ମପୁର ସଦର ଥାନାରେ ପୋଲିସ୍ ପକ୍ଷରୁ ଏହି ମାମଲା ରୁଜୁ କରାଯାଇଛି। ଏଥିରେ ରମେଶଙ୍କ ସହିତ ତାଙ୍କ ବାପା ଅରକ୍ଷିତ, ଗୁଟଖା ବ୍ୟବସାୟୀ ଭେଙ୍କଟ ପାତ୍ର ଓ ପ୍ରଶାନ୍ତ ମହାନ୍ତିଙ୍କ ସମେତ ୬ ଜଣଙ୍କ ନାମ ରହିଛି। ଭେଙ୍କଟଙ୍କୁ ଜେରା ବେଳେ ଓ ବିଶାଖାପାଟଣାରେ ଚାଲିଥିବା ବେଆଇନ ଗୁଟଖା କାରବାର ସମ୍ପର୍କରେ ତଥ୍ୟ ସଂଗ୍ରହ […]

ramesh

ramesh

Rakesh Mallick
  • Published: Friday, 18 March 2016
  • Updated: 19 March 2016, 10:57 AM IST

Sports

Latest News

ବ୍ରହ୍ମପୁର: ରମେଶ ଜେନାଙ୍କ ନାମରେ ଆଜି ଆଉ ଏକ ନୂଆ ମାମଲା ରୁଜୁ ହୋଇଛି। ବେଆଇନ ଗୁଟ୍‌ଖା କାରବାର କରୁଥିବା ଅଭିଯୋଗରେ ବ୍ରହ୍ମପୁର ସଦର ଥାନାରେ ପୋଲିସ୍ ପକ୍ଷରୁ ଏହି ମାମଲା ରୁଜୁ କରାଯାଇଛି। ଏଥିରେ ରମେଶଙ୍କ ସହିତ ତାଙ୍କ ବାପା ଅରକ୍ଷିତ, ଗୁଟଖା ବ୍ୟବସାୟୀ ଭେଙ୍କଟ ପାତ୍ର ଓ ପ୍ରଶାନ୍ତ ମହାନ୍ତିଙ୍କ ସମେତ ୬ ଜଣଙ୍କ ନାମ ରହିଛି।

ଭେଙ୍କଟଙ୍କୁ ଜେରା ବେଳେ ଓ ବିଶାଖାପାଟଣାରେ ଚାଲିଥିବା ବେଆଇନ ଗୁଟଖା କାରବାର ସମ୍ପର୍କରେ ତଥ୍ୟ ସଂଗ୍ରହ ବେଳେ ବ୍ରହ୍ମପୁର ପୋଲିସକୁ ବହୁ ତଥ୍ୟ ହାତରେ ଲାଗିଥିଲା। ପୋଲିସ ଅନୁସାରେ ବ୍ରହ୍ମପୁରର ଶ୍ରୀକ୍ଷେତ୍ର ବିହାରରେ ଗୁଟଖା କାରବାର ହେଉଥିବା ସମ୍ପର୍କରେ ଜଣାପଡିବା ପରେ ପୋଲସ ଚଢାଉ କରିଥିଲା। ଏହି ଚୋରା କାରବାରରେ ସମ୍ପୃକ୍ତ ଅନ୍ୟ ଜୁଇଜଣ ଅଭିଯୁକ୍ତ ଫେରାର ଥିବା ପୋଲିସ କହିଛି। ଆଜି ପ୍ରଶାନ୍ତ ଏବଂ ଭେଙ୍କଟକୁ ଗରିଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

ବିଏସଏନ୍ଏଲ୍ କାର୍ଯ୍ୟାଳୟରେ ଲାଗିଥିବା ଗିରଫ କର୍ପୋରେଟର ମୂରଲୀ ମୋହନଙ୍କର ଦୁଇଟି ଗାଡ଼ିକୁ ପୋଲିସ ଜବତ କରିଛି। ଏହା ପୂର୍ବରୁ ହତ୍ୟା ଓ ହତ୍ୟା ଧମକ, ମଦ ଦୋକାନୀଙ୍କଠାରୁ ଦାଦାବଟି ଆଦାୟ, ଜମି ହଡ଼ପକୁ ନେଇ ରମେଶଙ୍କ ନାମରେ ମାମଲା ରୁଜୁ ହୋଇସାରିଛି।

ବ୍ରହ୍ମପୁର ଏସ୍‌ପି ସାର୍ଥକ ଷଡ଼ଙ୍ଗୀ କହିଛନ୍ତି, “ଭେଙ୍କଟକୁ ଜେରା ବେଳେ ଏହି ଘଟଣା ଜଣାପଡ଼ିଥିଲା। ରମେଶ ଜେନାଙ୍କ ଟଙ୍କା ଏହି ଗୁଟଖା କାରଖାନାରେ ଲାଗିଥିଲା। ତାଙ୍କ ବାପା ଅରକ୍ଷିତ ଏହାକୁ ବୁଝାବୁଝି କରୁଥିଲେ। ତାଙ୍କର ଅପରାଧଙ୍କ ତଦନ୍ତ ପ୍ରାୟ ସରି ଆସିଲାଣି। ଏବେ ତାଙ୍କ ଆର୍ଥିକ କାରବାର ଉପରେ ତଦନ୍ତ ଚାଲିଛି। ଯାହାବି ସମ୍ପତ୍ତି ଅଛି ସବୁ ରମେଶଙ୍କ ନାଁରେ ରହିଛି। ତାଙ୍କ ଅର୍ଥନୈତୀକ କାରବାରକୁ ଅରକ୍ଷିତ ଓ ମୂରଲୀ ବୁଝୁଥିଲେ। ତାଙ୍କର ୩୦ଟି ବ୍ୟାଙ୍କ ଆକାଉଣ୍ଟ ସିଜ୍‌ କରାଯାଇଥିଲା। ୧୪ଟି ଆକାଉଣ୍ଟରେ ୧୬ ଲକ୍ଷ ଟଙ୍କା ପାଇଛୁ। ମୂରଲୀ ଓ ତାଙ୍କ ଭଣଜାଙ୍କ ଆକାଉଣ୍ଟ ଆକାଉଣ୍ଟର ହିସାବ ଆସିନାହିଁ। ୪ ଜଣ ବିଲ୍‌ଡରଙ୍କୁ ସ୍କାନରରେ ରଖିଛୁ। ଜଣେ ବିଲ୍‌ଡରଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story