କୁଖ୍ୟାତ ଅପରାଧୀ ରମଜାନ ଖାନ୍ ଗିରଫ
ଭୁବନେଶ୍ୱର: ଭୁବନେଶ୍ୱରର କ୍ୟାପିଟାଲ ଥାନା ଅନ୍ତର୍ଗତ ଫାଳିକିଆ ବସ୍ତିରୁ ଆଜି କୁଖ୍ୟାତ ଅପରାଧୀ ରମଜାନ ଖାନଙ୍କୁ କମିଶନରେଟ ପୋଲିସର କ୍ୱିକ୍ ଆକ୍ସନ ଟିମ୍ ଗିରଫ କରିଛି। ତା’ ପାଖରୁ ଗୋଟିଏ ପିସ୍ତଲ ଓ ୩ ରାଉଣ୍ଡ ଗୁଳି ଜବତ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।