କୁଖ୍ୟାତ ଅପରାଧୀ ରମଜାନ ଖାନ୍‌ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରର କ୍ୟାପିଟାଲ ଥାନା  ଅନ୍ତର୍ଗତ ଫାଳିକିଆ ବସ୍ତିରୁ ଆଜି କୁଖ୍ୟାତ ଅପରାଧୀ ରମଜାନ ଖାନଙ୍କୁ କମିଶନରେଟ ପୋଲିସର  କ୍ୱିକ୍ ଆକ୍ସନ ଟିମ୍‌  ଗିରଫ କରିଛି। ତା’ ପାଖରୁ ଗୋଟିଏ ପିସ୍ତଲ ଓ ୩ ରାଉଣ୍ଡ ଗୁଳି ଜବତ  କରାଯାଇଛି।