ରାସନ କାର୍ଡ ଅନିୟମିତତା: ୯ ସରକାରୀ କର୍ମଚାରୀଙ୍କ ନାଁରେ ମାମଲା ରୁଜୁ କରିବାକୁ ଡିସିପିଙ୍କୁ ସିଏମସି କମିଶନରଙ୍କ ଚିଠି

କଟକ: କଟକରେ ରାସନ କାର୍ଡ ଅନିୟମିତତା ନେଇ ୯ଜଣ ସରକାରୀ କର୍ମଚାରୀଙ୍କ ନାଁରେ ଏତଲା ରୁଜୁ କରିବା ପାଇଁ ସିଏମସି କମିଶନର ଡିସିପି ସଂଜୀବ ଆରୋରାଙ୍କୁ ଚିଠି ଲେଖିଛନ୍ତି। ଦେନା ବ୍ୟାଙ୍କ, ଏସବିଆଇ, କଳିଙ୍ଗ ଗ୍ରାମ୍ୟ ବ୍ୟାଙ୍କ ଏବଂ ଓଏସ୍ଆରଟିସି ଆଦିର କର୍ମଚାରୀଙ୍କ ବିରୋଧରେ ଏତଲା ଦେବାକୁ ସିଏମସି କମିଶନର ଚିଠି ଲେଖିଛନ୍ତି। ଏହି ରାସନ କାର୍ଡ କେଳେଙ୍କାରୀ ନେଇ ପୂର୍ବରୁ ସିଏମସି ମେୟର ଅନିତା ବେହେରାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା।

Cmc-office

Rakesh Mallick
  • Published: Wednesday, 06 January 2016
  • , Updated: 06 January 2016, 04:45 AM IST

କଟକ: କଟକରେ ରାସନ କାର୍ଡ ଅନିୟମିତତା ନେଇ ୯ଜଣ ସରକାରୀ କର୍ମଚାରୀଙ୍କ ନାଁରେ ଏତଲା ରୁଜୁ କରିବା ପାଇଁ ସିଏମସି କମିଶନର ଡିସିପି ସଂଜୀବ ଆରୋରାଙ୍କୁ ଚିଠି ଲେଖିଛନ୍ତି।

ଦେନା ବ୍ୟାଙ୍କ, ଏସବିଆଇ, କଳିଙ୍ଗ ଗ୍ରାମ୍ୟ ବ୍ୟାଙ୍କ ଏବଂ ଓଏସ୍ଆରଟିସି ଆଦିର କର୍ମଚାରୀଙ୍କ ବିରୋଧରେ ଏତଲା ଦେବାକୁ ସିଏମସି କମିଶନର ଚିଠି ଲେଖିଛନ୍ତି। ଏହି ରାସନ କାର୍ଡ କେଳେଙ୍କାରୀ ନେଇ ପୂର୍ବରୁ ସିଏମସି ମେୟର ଅନିତା ବେହେରାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା।

Related story