ରାଉରକେଲା: ମାସେ ଭିତରେ ୫ଟି ଡକାୟତି ଘଟଣାର ପର୍ଦ୍ଦାଫାଶ୍; ୬ ଗିରଫ

ରାଉରକେଲା: ରାଉରକେଲା ପୋଲିସ୍‌  ଏକ ମାସ ଭିତରେ  ୫ଟି ଡକାୟତି ଘଟଣାର ପର୍ଦ୍ଦାଫାଶ୍ କରିଛି। ଏହି ଘଟଣାରେ ପୋଲିସ୍‌ ୬ ଜଣ ଡକାୟତଙ୍କ ସମେତ ୮ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ  ୨୫୦ ଗ୍ରାମ୍‌ ସୁନାଗହଣା, ଗୋଟିଏ ପିସ୍ତଲ ଓ ଭୁଜାଲି ଜବତ କରିଛି।

arrest

arrest

Rakesh Mallick
  • Published: Saturday, 03 September 2016
  • Updated: 03 September 2016, 12:50 PM IST

ରାଉରକେଲା: ରାଉରକେଲା ପୋଲିସ୍‌  ଏକ ମାସ ଭିତରେ  ୫ଟି ଡକାୟତି ଘଟଣାର ପର୍ଦ୍ଦାଫାଶ୍ କରିଛି। ଏହି ଘଟଣାରେ ପୋଲିସ୍‌ ୬ ଜଣ ଡକାୟତଙ୍କ ସମେତ ୮ ଜଣଙ୍କୁ ଗିରଫ କରିଛି।

ସେମାନଙ୍କ ନିକଟରୁ  ୨୫୦ ଗ୍ରାମ୍‌ ସୁନାଗହଣା, ଗୋଟିଏ ପିସ୍ତଲ ଓ ଭୁଜାଲି ଜବତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos