ରାଉରକେଲା: ମାସେ ଭିତରେ ୫ଟି ଡକାୟତି ଘଟଣାର ପର୍ଦ୍ଦାଫାଶ୍; ୬ ଗିରଫ

ରାଉରକେଲା: ରାଉରକେଲା ପୋଲିସ୍‌  ଏକ ମାସ ଭିତରେ  ୫ଟି ଡକାୟତି ଘଟଣାର ପର୍ଦ୍ଦାଫାଶ୍ କରିଛି। ଏହି ଘଟଣାରେ ପୋଲିସ୍‌ ୬ ଜଣ ଡକାୟତଙ୍କ ସମେତ ୮ ଜଣଙ୍କୁ ଗିରଫ କରିଛି।

ସେମାନଙ୍କ ନିକଟରୁ  ୨୫୦ ଗ୍ରାମ୍‌ ସୁନାଗହଣା, ଗୋଟିଏ ପିସ୍ତଲ ଓ ଭୁଜାଲି ଜବତ କରିଛି।