ରାଉରକେଲା: ନାବାଳକକୁ ଅପହରଣ ପରେ ହତ୍ୟା, ୨ ଗିରଫ

ରାଉରକେଲା: ଛାତ୍ରକୁ ଅପହରଣ ପରେ ହତ୍ୟା ଘଟଣାକୁ ନେଇ ରାଜଗାଙ୍ଗପୁରରେ ଉତ୍ତେଜନା ଦେଖାଦେଇଛି। ଗତ ୧୫ ତାରିଖରେ ସହରର କପଡ଼ା ବ୍ୟବସାୟୀ ମୋହନଲାଲ ଧାନାନିଆଙ୍କ ପୁଅ ଅମନଙ୍କୁ କେହି ଅପହରଣ କରିନେଇଥିବା ଥାନାରେ ଅଭିଯୋଗ ହୋଇଥିଲା। ତେବେ ୨୦ ତାରିଖରେ କାଂସବାହାଲ ପୋଲିସ ରାମଲତା ଜଙ୍ଗଲରୁ ଜଣେ ନାବାଳକର ମୃତଦେହ ଉଦ୍ଧାର କରିଥିଲା। ପରେ ମୃତଦେହଟି ଅପହୃତ ଅମନର ବୋଲି ପରିବାର ଲୋକେ ସୂଚନା ପାଇ ରାଜଗାଙ୍ଗପୁର ପୋଲିସକୁ ଜଣାଇଥିଲେ। ପୋଲିସ ଏହି ମାମଲାରେ ଆଜି ଦୁଇଜଣ […]

raulkela

raulkela

Rakesh Mallick
  • Published: Saturday, 28 November 2015
  • Updated: 28 November 2015, 04:04 AM IST

Sports

Latest News

ରାଉରକେଲା: ଛାତ୍ରକୁ ଅପହରଣ ପରେ ହତ୍ୟା ଘଟଣାକୁ ନେଇ ରାଜଗାଙ୍ଗପୁରରେ ଉତ୍ତେଜନା ଦେଖାଦେଇଛି। ଗତ ୧୫ ତାରିଖରେ ସହରର କପଡ଼ା ବ୍ୟବସାୟୀ ମୋହନଲାଲ ଧାନାନିଆଙ୍କ ପୁଅ ଅମନଙ୍କୁ କେହି ଅପହରଣ କରିନେଇଥିବା ଥାନାରେ ଅଭିଯୋଗ ହୋଇଥିଲା। ତେବେ ୨୦ ତାରିଖରେ କାଂସବାହାଲ ପୋଲିସ ରାମଲତା ଜଙ୍ଗଲରୁ ଜଣେ ନାବାଳକର ମୃତଦେହ ଉଦ୍ଧାର କରିଥିଲା। ପରେ ମୃତଦେହଟି ଅପହୃତ ଅମନର ବୋଲି ପରିବାର ଲୋକେ ସୂଚନା ପାଇ ରାଜଗାଙ୍ଗପୁର ପୋଲିସକୁ ଜଣାଇଥିଲେ। ପୋଲିସ ଏହି ମାମଲାରେ ଆଜି ଦୁଇଜଣ ନାବାଳକଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଗୋଟିଏ ପିସ୍ତଲ ଜବତ କରାଯାଇଛି। ଅଭିଯୁକ୍ତମାନେ ଅର୍ଥ ପାଇଁ ଅମନଙ୍କୁ ହତ୍ୟା କରିଥିବା ପୋଲିସ ଅନୁମାନ କରୁଛି। ପୋଲିସ ଅଭିଯୁକ୍ତଙ୍କୁ ପଚରାଉଚାର ସହ ଘଟଣା ସହ ଆଉ କିଏ ସଂପୃକ୍ତ ଅଛନ୍ତି ସେ ନେଇ ତନାଘନା ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story