ବୀରମିତ୍ରପୁର ରେଞ୍ଜ ଅଫିସରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ରାଉରକେଲା: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ବୀରମିତ୍ରପୁର ରେଞ୍ଜ ଅଫିସର ଚନ୍ଦ୍ରଶେଖର ଗଡ଼ନାୟକଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ତାଙ୍କ ଅଫିସ୍‌ ସମେତ ରାଉରକେଲା  ଓ ପାଲଲହଡ଼ାରେ ଥିବା ପୈତୃକ ଘରେ ଭିଜିଲାନ୍ସ ଚଢ଼ାଉ କରିଛି।