ରାଉରକେଲାରେ ମହିଳାଙ୍କୁ ଗଳା କାଟି ହତ୍ୟା

ରାଉରକେଲା: ଗତକାଲି ରାତିରେ ରାଉରକେଲାର ଛେଣ୍ଡ ନିକଟସ୍ଥ ବ୍ୟାଙ୍କ କଲୋନୀରେ ଜଣେ ମହିଳାଙ୍କୁ ଗଳା କାଟି ହତ୍ୟା କରାଯାଇଛି। ତାଙ୍କ ନାଁ ଜାନକୀ ଓରାମ। ସେ ଜଣେ ବ୍ୟାଙ୍କ କର୍ମଚାରୀଙ୍କ ପତ୍ନୀ। ମୃତ ଜାନକୀଙ୍କ ନିକଟରୁ ତାଙ୍କର ୧୫ ଦିନର ଝିଅକୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଜାନକୀଙ୍କ ସ୍ୱାମୀ କମଳ କିଶୋର ଓରାମ ଦିନ ତିନିଟା ବେଳେ ଖାଇ ସାରି ବ୍ୟାଙ୍କକୁ ଚାଲି ଯାଇଥିଲେ। ରାତିରେ ସେ ଫେରିବା ପରେ ଘଟଣା ସଂପର୍କରେ ଜାଣିଥିଲେ […]

raurkela

raurkela

Rakesh Mallick
  • Published: Thursday, 08 September 2016
  • Updated: 08 September 2016, 08:21 AM IST

Sports

Latest News

ରାଉରକେଲା: ଗତକାଲି ରାତିରେ ରାଉରକେଲାର ଛେଣ୍ଡ ନିକଟସ୍ଥ ବ୍ୟାଙ୍କ କଲୋନୀରେ ଜଣେ ମହିଳାଙ୍କୁ ଗଳା କାଟି ହତ୍ୟା କରାଯାଇଛି। ତାଙ୍କ ନାଁ ଜାନକୀ ଓରାମ। ସେ ଜଣେ ବ୍ୟାଙ୍କ କର୍ମଚାରୀଙ୍କ ପତ୍ନୀ।

ମୃତ ଜାନକୀଙ୍କ ନିକଟରୁ ତାଙ୍କର ୧୫ ଦିନର ଝିଅକୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଜାନକୀଙ୍କ ସ୍ୱାମୀ କମଳ କିଶୋର ଓରାମ ଦିନ ତିନିଟା ବେଳେ ଖାଇ ସାରି ବ୍ୟାଙ୍କକୁ ଚାଲି ଯାଇଥିଲେ। ରାତିରେ ସେ ଫେରିବା ପରେ ଘଟଣା ସଂପର୍କରେ ଜାଣିଥିଲେ ଓ ପୋଲିସ୍‌କୁ ଖବର ଦେଇଥିଲେ।

ହତ୍ୟାର କାରଣ ଜଣାପଡ଼ି ନାହିଁ। ପୋଲିସ୍ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story