ରାୟଗଡ଼ା: ବାଘ ଚମଡ଼ା ଜବତ ଘଟଣାରେ ୨ ଗିରଫ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ରେଞ୍ଜ ଲୁଣ୍ଡୃଗୁଡ଼ା ଗାଁରେ କଲରାପତରିଆ ବାଘ ଚମଡ଼ା ଜବତ ଘଟଣାରେ ବନ ବିଭାଗ ୨ ଜଣଙ୍କୁ ଗିରଫ କରିଛି। ଏମାନେ ହେଲେ ସଲମନ ପସ୍କା ଓ ହନକ ପସ୍କା। ଉଭୟଙ୍କ ଘର ସେହି ଲୁଣ୍ଡୃଗୁଡ଼ା ଗାଁରେ। ଗତ ୨୪ ତାରିଖରେ ବନ ବିଭାଗ ଲୁଣ୍ଡୃଗୁଡ଼ା ଗାଁରୁ ବାଘ ଚମଡ଼ା ଜବତ କରିବା ପରେ ଖୋଳତାଡ଼ ଜାରି ରଖିଥିଲା। ଅନୁସନ୍ଧାନରୁ ବାଘ ଶିକାର ଘଟଣାରେ ଉଭୟଙ୍କ ସଂପୃକ୍ତି ଜଣା ପଡ଼ିବା ପରେ ଗିରଫ […]

tiger-skin

tiger-skin

Rakesh Mallick
  • Published: Sunday, 29 November 2015
  • Updated: 29 November 2015, 04:38 AM IST

Sports

Latest News

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ରେଞ୍ଜ ଲୁଣ୍ଡୃଗୁଡ଼ା ଗାଁରେ କଲରାପତରିଆ ବାଘ ଚମଡ଼ା ଜବତ ଘଟଣାରେ ବନ ବିଭାଗ ୨ ଜଣଙ୍କୁ ଗିରଫ କରିଛି। ଏମାନେ ହେଲେ ସଲମନ ପସ୍କା ଓ ହନକ ପସ୍କା। ଉଭୟଙ୍କ ଘର ସେହି ଲୁଣ୍ଡୃଗୁଡ଼ା ଗାଁରେ। ଗତ ୨୪ ତାରିଖରେ ବନ ବିଭାଗ ଲୁଣ୍ଡୃଗୁଡ଼ା ଗାଁରୁ ବାଘ ଚମଡ଼ା ଜବତ କରିବା ପରେ ଖୋଳତାଡ଼ ଜାରି ରଖିଥିଲା। ଅନୁସନ୍ଧାନରୁ ବାଘ ଶିକାର ଘଟଣାରେ ଉଭୟଙ୍କ ସଂପୃକ୍ତି ଜଣା ପଡ଼ିବା ପରେ ଗିରଫ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story