ନକଲି ମାଓବଦୀକୁ କାବୁ କଲେ ଗାଁ ଲୋକେ

ରାୟଗଡ଼ା: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ସିକରପାଇ ପଞ୍ଚାୟତ କୋଣ୍ତାକୁରା ଗାଁ ଲୋକେ ଆଜି ଜଣେ ନକଲି ମାଓବାଦୀକୁ କାବୁ କରି ପୋଲିସ୍‌କୁ ହସ୍ତାନ୍ତର କରିଛନ୍ତି। ତା’ ନାଁ  ସାଲୁପୁ ମାଝି। ତା’ ଘର କାଶୀପୁରରେ। ତା’ ନିକଟରୁ ଗୋଟିଏ ଚାକୁ, ଗୋଟିଏ ଖଣ୍ତା ଓ ଗୋଟିଏ ଚେନ୍ ଜବତ କରାଯାଇଛି। ପୋଲିସ୍ ତାକୁ ପଚରାଉଚରା କରୁଛି। ଆଜି ୩ ଜଣ ଯୁବକ ମାରଣାସ୍ତ୍ର ଧରି ନିଜକୁ ମାଓବାଦୀ ବୋଲି ପରିଚୟ ଦେଇ ଗାଁରେ ଆତଙ୍କ ସୃଷ୍ଟି […]

naxal

naxal

Rakesh Mallick
  • Published: Wednesday, 10 August 2016
  • Updated: 10 August 2016, 01:36 PM IST

Sports

Latest News

naxalରାୟଗଡ଼ା: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ସିକରପାଇ ପଞ୍ଚାୟତ କୋଣ୍ତାକୁରା ଗାଁ ଲୋକେ ଆଜି ଜଣେ ନକଲି ମାଓବାଦୀକୁ କାବୁ କରି ପୋଲିସ୍‌କୁ ହସ୍ତାନ୍ତର କରିଛନ୍ତି। ତା’ ନାଁ  ସାଲୁପୁ ମାଝି। ତା’ ଘର କାଶୀପୁରରେ। ତା’ ନିକଟରୁ ଗୋଟିଏ ଚାକୁ, ଗୋଟିଏ ଖଣ୍ତା ଓ ଗୋଟିଏ ଚେନ୍ ଜବତ କରାଯାଇଛି। ପୋଲିସ୍ ତାକୁ ପଚରାଉଚରା କରୁଛି।

ଆଜି ୩ ଜଣ ଯୁବକ ମାରଣାସ୍ତ୍ର ଧରି ନିଜକୁ ମାଓବାଦୀ ବୋଲି ପରିଚୟ ଦେଇ ଗାଁରେ ଆତଙ୍କ ସୃଷ୍ଟି କରିଥିଲେ। ସେମାନେ ଗାଁ ଲୋକଙ୍କଠାରୁ ଟଙ୍କା ଆଦାୟ କରୁଥିବା ବେଳେ ଗ୍ରାମବାସୀ ଏକତ୍ରିତ ହୋଇ ସାଲୁପୁକୁ କାବୁ କରି ଥିଲେ। ଆଉ ଦୁଇ ଜଣ ଖସି ପଳାଇବାରେ ସଫଳ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story