ଯାଞ୍ଚ ପାଇଁ ସେଣ୍ଟ୍ରାଲ ଫୋରେନ୍‌ସିକ ଲ୍ୟାବକୁ ଯିବ ରିଷିଙ୍କ ମୋବାଇଲ

ଭୁବନେଶ୍ୱର: ଇଞ୍ଜିନିୟରିଂ ଛାତ୍ର ରିଷି ମୃତ୍ୟୁ ଘଟଣାରେ କମିଶନରେଟ୍‌ ପୋଲିସ୍‌କୁ ଆଜି ବଡ଼ ସଫଳତା ମିଳିଛି। ରିଷିଙ୍କ ମୋବାଇଲ ପୋଲିସ ଜବତ କରିଛି। ଏହାକୁ କୋଲକାତା ସେଣ୍ଟ୍ରାଲ ଫୋରେନ୍‌ସିକ ଲ୍ୟାବକୁ ଯାଞ୍ଚ ପାଇଁ ପଠାଯିବ ବୋଲି ପୋଲିସ୍‌ କମିଶନର ୱାଇ.ବି. ଖୁରାନିଆ କହିଛନ୍ତି। ରିଷି ମୃତ୍ୟୁ ମାମଲାରେ ରିଷିଙ୍କ ସାଙ୍ଗଙ୍କୁ ପୋଲିସ୍‌ ଘନଘନ ଜେରା କରିଛି। ମାମଲାରେ ଭୁବନେଶ୍ୱର ମେୟର ଅନନ୍ଦନାରାୟଣ ଜେନାଙ୍କ ସମ୍ପୃକ୍ତି ଅଭିଯୋଗ ଆସିବା ପରେ ଉଭୟ ବିଜେପି ଓ କଂଗ୍ରେସ ତାଙ୍କ ଇସ୍ତଫା […]

risi

Rakesh Mallick
  • Published: Sunday, 08 January 2017
  • , Updated: 08 January 2017, 09:05 PM IST

ଭୁବନେଶ୍ୱର: ଇଞ୍ଜିନିୟରିଂ ଛାତ୍ର ରିଷି ମୃତ୍ୟୁ ଘଟଣାରେ କମିଶନରେଟ୍‌ ପୋଲିସ୍‌କୁ ଆଜି ବଡ଼ ସଫଳତା ମିଳିଛି। ରିଷିଙ୍କ ମୋବାଇଲ ପୋଲିସ ଜବତ କରିଛି। ଏହାକୁ କୋଲକାତା ସେଣ୍ଟ୍ରାଲ ଫୋରେନ୍‌ସିକ ଲ୍ୟାବକୁ ଯାଞ୍ଚ ପାଇଁ ପଠାଯିବ ବୋଲି ପୋଲିସ୍‌ କମିଶନର ୱାଇ.ବି. ଖୁରାନିଆ କହିଛନ୍ତି।

ରିଷି ମୃତ୍ୟୁ ମାମଲାରେ ରିଷିଙ୍କ ସାଙ୍ଗଙ୍କୁ ପୋଲିସ୍‌ ଘନଘନ ଜେରା କରିଛି। ମାମଲାରେ ଭୁବନେଶ୍ୱର ମେୟର ଅନନ୍ଦନାରାୟଣ ଜେନାଙ୍କ ସମ୍ପୃକ୍ତି ଅଭିଯୋଗ ଆସିବା ପରେ ଉଭୟ ବିଜେପି ଓ କଂଗ୍ରେସ ତାଙ୍କ ଇସ୍ତଫା ଦାବିରେ ଆନ୍ଦୋଳନକୁ ଜୋରଦାର କରିଛନ୍ତି।

Related story