୧୬୪ ଧାରାରେ ରିଷି ମୃତ୍ୟୁ ମାମଲାର ବୟାନ ରେକର୍ଡ ହେବ

ଭୁବନେଶ୍ୱର: ବିବାଦୀୟ ରିଷି  ମୃତ୍ୟୁ ମାମଲାରେ ୧୬୪ ଧାରାରେ ବୟାନ ରେକର୍ଡ କରାଯିବ। କୋର୍ଟରେ ଏହି ବୟାନ ରେକର୍ଡ କରାଯିବ ବୋଲି ପୋଲିସ୍‌କମିଶନର ୱାଇ.ବି. ଖୁରାନିଆ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ରିଷିଙ୍କ ଫୋନରୁ ଅନେକ ତଥ୍ୟ ମିଳିବ ବୋଲି ପୋଲିସ୍‌ ଆଶା ରଖିଛି। ଫୋନ୍‌କଲ ଡିଟେଲ, ଭିଡ଼ିଓ ଓ ମେସଜକୁ ଆଧାର କରି ସାକ୍ଷୀଙ୍କୁ ପଚରଉଚରା କରାଯାଇପାରେ ବୋଲି କମିଶନର କହିଛନ୍ତି

risi

Rakesh Mallick
  • Published: Wednesday, 11 January 2017
  • , Updated: 11 January 2017, 07:48 PM IST

ଭୁବନେଶ୍ୱର: ବିବାଦୀୟ ରିଷି  ମୃତ୍ୟୁ ମାମଲାରେ ୧୬୪ ଧାରାରେ ବୟାନ ରେକର୍ଡ କରାଯିବ। କୋର୍ଟରେ ଏହି ବୟାନ ରେକର୍ଡ କରାଯିବ ବୋଲି ପୋଲିସ୍‌କମିଶନର ୱାଇ.ବି. ଖୁରାନିଆ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ରିଷିଙ୍କ ଫୋନରୁ ଅନେକ ତଥ୍ୟ ମିଳିବ ବୋଲି ପୋଲିସ୍‌ ଆଶା ରଖିଛି। ଫୋନ୍‌କଲ ଡିଟେଲ, ଭିଡ଼ିଓ ଓ ମେସଜକୁ ଆଧାର କରି ସାକ୍ଷୀଙ୍କୁ ପଚରଉଚରା କରାଯାଇପାରେ ବୋଲି କମିଶନର କହିଛନ୍ତି

Related story