ରାଉରକେଲା: ପୋଲିସ୍ ଓ ମାଓବାଦୀ ଗୁଳି ବିନିମୟ, ବିସ୍ଫୋରକ ଜବତ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଜଙ୍ଗଲରେ ଆଜି ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଗୁରୁଣ୍ଡିଆ ଜଙ୍ଗଲରେ ମାଓବାଦୀ  କ୍ୟାମ୍ପ  ଚାଲିଥିବା  ଖବର ପାଇ ରାଉରକେଲା ପୋଲିସ୍, ସିଆରପିଏଫ୍ ଓ ଏସଓଜି ଯବାନମାନେ ଚଢ଼ାଉ କରିଥିଲେ। ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହେବା ପରେ ମାଓବାଦୀମାନେ କ୍ୟାମ୍ପ ଛାଡ଼ି ପଳାଇଥିଲେ। ପୋଲିସ୍  ମାଓ କ୍ୟାମ୍ପରୁ  ବିପୁଳ ପରିମାଣରେ  ବିସ୍ଫୋରକ ସାମଗ୍ରୀ ଜବତ କରିଥିଲା। ଗତ ୨୩ ମଧ୍ୟ ତାରିଖରେ ଗୁରୁଣ୍ଡିଆ ଜଙ୍ଗଲରେ ପୋଲିସ୍  […]

roulkela

roulkela

Rakesh Mallick
  • Published: Wednesday, 29 June 2016
  • Updated: 30 June 2016, 07:32 AM IST

Sports

Latest News

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଜଙ୍ଗଲରେ ଆଜି ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଗୁରୁଣ୍ଡିଆ ଜଙ୍ଗଲରେ ମାଓବାଦୀ  କ୍ୟାମ୍ପ  ଚାଲିଥିବା  ଖବର ପାଇ ରାଉରକେଲା ପୋଲିସ୍, ସିଆରପିଏଫ୍ ଓ ଏସଓଜି ଯବାନମାନେ ଚଢ଼ାଉ କରିଥିଲେ। ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହେବା ପରେ ମାଓବାଦୀମାନେ କ୍ୟାମ୍ପ ଛାଡ଼ି ପଳାଇଥିଲେ। ପୋଲିସ୍  ମାଓ କ୍ୟାମ୍ପରୁ  ବିପୁଳ ପରିମାଣରେ  ବିସ୍ଫୋରକ ସାମଗ୍ରୀ ଜବତ କରିଥିଲା।

ଗତ ୨୩ ମଧ୍ୟ ତାରିଖରେ ଗୁରୁଣ୍ଡିଆ ଜଙ୍ଗଲରେ ପୋଲିସ୍  ଓ ମାଓବାଦୀ ମଧ୍ୟରେ  ଗୁଳିବିନିମୟ ହୋଇଥିଲା। ମାଓ କ୍ୟାମ୍ପରୁ ବିପୁଳ ପରିମାଣରେ  ମାଓ ସାମଗ୍ରୀ ଜବତ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story