ରାଉରକେଲା: ଶିଶୁର ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ରାଉରକେଲା: ରାଉରକେଲା ମାଲ ଗୋଦାମ ଅଞ୍ଚଳରେ ଆଜି ସକାଳେ ଏକ ଅଢ଼େଇ ବର୍ଷ ଶିଶୁର କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଶିଶୁ ଉକ୍ତ ଅଞ୍ଚଳର  କଲୁ ସିଂଙ୍କ ପୁଅ ବୋଲି ଜଣାପଡ଼ିଛି। ଗତକାଲିଠାରୁ ସେ ନି‌ଖୋଜ ଥିଲା। ଶରୀରରେ କ୍ଷତ ଚିହ୍ନ ଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି  ସନ୍ଦେହ କରାଯାଉଛି। ଉଦିତନଗର ପୋଲିସ ଏକ  ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

murder

murder

Rakesh Mallick
  • Published: Sunday, 19 June 2016
  • Updated: 19 June 2016, 02:12 PM IST

Sports

Latest News

ରାଉରକେଲା: ରାଉରକେଲା ମାଲ ଗୋଦାମ ଅଞ୍ଚଳରେ ଆଜି ସକାଳେ ଏକ ଅଢ଼େଇ ବର୍ଷ ଶିଶୁର କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଶିଶୁ ଉକ୍ତ ଅଞ୍ଚଳର  କଲୁ ସିଂଙ୍କ ପୁଅ ବୋଲି ଜଣାପଡ଼ିଛି। ଗତକାଲିଠାରୁ ସେ ନି‌ଖୋଜ ଥିଲା। ଶରୀରରେ କ୍ଷତ ଚିହ୍ନ ଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି  ସନ୍ଦେହ କରାଯାଉଛି। ଉଦିତନଗର ପୋଲିସ ଏକ  ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos