ରାଉରକେଲା: ସିଭିଲ ଟାଉନସିପରେ ସଶସ୍ତ୍ର ଡକାୟତି, ୩ ଆହତ

ରାଉରକେଲା: ରାଉରକେଲା ସିଭିଲ ଟାଉନସିପରେ ଆଜି ସକାଳ ୯ ଟାବେଳେ ୫ ରୁ ୬ ଜଣ ଡକାୟତ ପିସ୍ତଲ ଦେଖାଇ ବ୍ୟବସାୟୀ ସଞ୍ଜୟ ଅଗ୍ରୱାଲଙ୍କ ଘରେ ପଶି ପରିବାର ଲୋକଙ୍କୁ ଭୟଭୀତ  କରାଇ ପ୍ରାୟ  ୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଏବଂ ନଗଦ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।  ଡକାୟତଙ୍କ ମାଡରେ ଘରର ତିନି ଜଣ ସଦସ୍ୟ ଆହତ ହୋଇଛନ୍ତି। ଗତ ମାସ ସଞ୍ଜୟଙ୍କ ଘର ପାଖ ଜଣେ ବ୍ୟବସାୟୀଙ୍କ ଘରୁ ୧୦ ଲକ୍ଷ […]

rourkela

rourkela

Rakesh Mallick
  • Published: Tuesday, 28 June 2016
  • Updated: 28 June 2016, 01:00 PM IST

ରାଉରକେଲା: ରାଉରକେଲା ସିଭିଲ ଟାଉନସିପରେ ଆଜି ସକାଳ ୯ ଟାବେଳେ ୫ ରୁ ୬ ଜଣ ଡକାୟତ ପିସ୍ତଲ ଦେଖାଇ ବ୍ୟବସାୟୀ ସଞ୍ଜୟ ଅଗ୍ରୱାଲଙ୍କ ଘରେ ପଶି ପରିବାର ଲୋକଙ୍କୁ ଭୟଭୀତ  କରାଇ ପ୍ରାୟ  ୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଏବଂ ନଗଦ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।  ଡକାୟତଙ୍କ ମାଡରେ ଘରର ତିନି ଜଣ ସଦସ୍ୟ ଆହତ ହୋଇଛନ୍ତି।

ଗତ ମାସ ସଞ୍ଜୟଙ୍କ ଘର ପାଖ ଜଣେ ବ୍ୟବସାୟୀଙ୍କ ଘରୁ ୧୦ ଲକ୍ଷ ଟଙ୍କା ଲୁଟ ହୋଇ ଥିଲା। ଏ ପର୍ଯ୍ୟନ୍ତ ସେହି ଡକାୟତମାନେ ଧରା ପଡ଼ି ନ ଥିବା ବେଳେ ଆଜିର ଡକାୟତି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story