ଶୈଳଶ୍ରୀ ବିହାର ଡାକ୍ତର ଦମ୍ପତି ହତ୍ୟା ଘଟଣାର ସୁରାକ୍ ପାଇଛି ପୋଲିସ

ଭୁବନେଶ୍ୱର: ଶୈଳଶ୍ରୀ ବିହାର ଅଞ୍ଚଳରେ ଘଟିଥିବା ଡାକ୍ତର ଦମ୍ପତି ହତ୍ୟା ଘଟଣାରେ ପୋଲିସକୁ ସୁରାକ୍ ମିଳିଛି। ସେହି ସୁରାକ୍ ଅନୁଯାୟୀ ବର୍ତ୍ତମାନ କମିଶନରେଟ୍ ପୋଲିସର ୩ଟି ଟିମ୍ ବିଭିନ୍ନ ଅଞ୍ଚଳରେ ଚଢ଼ାଉ ଜାରି ରଖିଛି। ପ୍ରାରମ୍ଭିକ ତଦନ୍ତରୁ ମିଳିଥିବା ତଥ୍ୟ ମୁତାବକ ପୋଲିସ ଅଟକ ରଖିଥିବା ଲୋକଙ୍କୁ ପଚରାଉଚୁରା କରୁଛି। ପଚରାଉଚୁରା ସମୟରେ ମିଳିଥିବା ତଥ୍ୟକୁ ଆଧାର କରି ତଦନ୍ତ କରାଯାଉଛି। ଏହା ଏକ ସମ୍ୱେଦନଶୀଳ ଘଟଣା ଓ ତଦନ୍ତ ଚାଲିଥିବାରୁ ଅଧିକ ତଥ୍ୟ ପ୍ରକାଶ କରିବା […]

doctorcouplemrder

doctorcouplemrder

Rakesh Mallick
  • Published: Wednesday, 18 November 2015
  • Updated: 18 November 2015, 07:33 AM IST

Sports

Latest News

ଭୁବନେଶ୍ୱର: ଶୈଳଶ୍ରୀ ବିହାର ଅଞ୍ଚଳରେ ଘଟିଥିବା ଡାକ୍ତର ଦମ୍ପତି ହତ୍ୟା ଘଟଣାରେ ପୋଲିସକୁ ସୁରାକ୍ ମିଳିଛି। ସେହି ସୁରାକ୍ ଅନୁଯାୟୀ ବର୍ତ୍ତମାନ କମିଶନରେଟ୍ ପୋଲିସର ୩ଟି ଟିମ୍ ବିଭିନ୍ନ ଅଞ୍ଚଳରେ ଚଢ଼ାଉ ଜାରି ରଖିଛି। ପ୍ରାରମ୍ଭିକ ତଦନ୍ତରୁ ମିଳିଥିବା ତଥ୍ୟ ମୁତାବକ ପୋଲିସ ଅଟକ ରଖିଥିବା ଲୋକଙ୍କୁ ପଚରାଉଚୁରା କରୁଛି। ପଚରାଉଚୁରା ସମୟରେ ମିଳିଥିବା ତଥ୍ୟକୁ ଆଧାର କରି ତଦନ୍ତ କରାଯାଉଛି। ଏହା ଏକ ସମ୍ୱେଦନଶୀଳ ଘଟଣା ଓ ତଦନ୍ତ ଚାଲିଥିବାରୁ ଅଧିକ ତଥ୍ୟ ପ୍ରକାଶ କରିବା ସମ୍ଭବ ନୁହେଁ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି।

ରବିବାର ଚନ୍ଦ୍ରଶେଖରପୁର ଥାନା ଶୈଳଶ୍ରୀ ବିହାର ଅଞ୍ଚଳରେ ଭିଆଇଏମ ୬୦୮ ଫ୍ଲାଟରେ ରହୁଥିବା ଅବସରପ୍ରାପ୍ତ ଡାକ୍ତର ଦମ୍ପତି ପ୍ରଫୁଲ୍ଲ ମିଶ୍ର ଏବଂ ସୁଷମା ମିଶ୍ରଙ୍କୁ ହତ୍ୟା କରାଯାଇଥିଲା। ଉକ୍ତ ଦିନ ସୁଷମାଙ୍କ ଜନ୍ମଦିନ ଥିବାରୁ ଦମ୍ପତି ମନ୍ଦିରକୁ ଯାଇଥିଲେ । ସେଠାରୁ ଫେରିବା ପରେ ଘରେ ଉଭୟଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ କମିଶନରେଟ ପୋଲିସ ୩ଜଣ ଚାକରାଣୀଙ୍କ ସମେତ ୯ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅଟକଙ୍କ ମଧ୍ୟରେ ବିଭିନ୍ନ ସମୟରେ ଡାକ୍ତର ଦମ୍ପତିଙ୍କ ଗାଡି ଚଳାଇଥିବା କିଛି ଡ୍ରାଇଭର ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story