ସାଲେପୁର: ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ସାଲେପୁର: କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ ପନ୍ଦରବାଟିଆ ଗାଁରେ ଦୁଇ ଦିନ ଧରି ନିଖୋଜ୍ ଥିବା ଯୁବକଙ୍କ ମୃତ ଦେହ ଆଜି ସକାଳେ ଉଦ୍ଧାର କରାଯାଇଛି। ମୃତ ଯୁବକଙ୍କ ନାମ ଅଭୟ ଦାସ। ଗତ ଦୁଇ ଦିନ ହେବ ଅଭୟ ନିଖୋଜ ଥିବା ନେଇ ମାହାଙ୍ଗା ଥାନାରେ ଏତଲା ହୋଇଥିଲା। ତେବେ ଅଭୟର ମୃତଦେହ ସେହି ଗାଁର ଏକ ନାଳ ଭିତରେ ଭାସୁଥିବା ଅବସ୍ଥାରେ ଗ୍ରାମବାସୀ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି […]

salapur-5

salapur-5

Rakesh Mallick
  • Published: Sunday, 08 November 2015
  • Updated: 08 November 2015, 06:32 AM IST

Sports

Latest News

ସାଲେପୁର: କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ ପନ୍ଦରବାଟିଆ ଗାଁରେ ଦୁଇ ଦିନ ଧରି ନିଖୋଜ୍ ଥିବା ଯୁବକଙ୍କ ମୃତ ଦେହ ଆଜି ସକାଳେ ଉଦ୍ଧାର କରାଯାଇଛି। ମୃତ ଯୁବକଙ୍କ ନାମ ଅଭୟ ଦାସ। ଗତ ଦୁଇ ଦିନ ହେବ ଅଭୟ ନିଖୋଜ ଥିବା ନେଇ ମାହାଙ୍ଗା ଥାନାରେ ଏତଲା ହୋଇଥିଲା। ତେବେ ଅଭୟର ମୃତଦେହ ସେହି ଗାଁର ଏକ ନାଳ ଭିତରେ ଭାସୁଥିବା ଅବସ୍ଥାରେ ଗ୍ରାମବାସୀ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ ଅଭୟର ମୁଣ୍ଡରୁ ରକ୍ତସ୍ରାବ ହେଉଥିବା ଦେଖି ଏହା ଏକ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେବେ ଶବବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ଏହାର ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ଥାନା ଅଧିକାରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story