ସଂସଦ ଅଧିବେଶନରେ ଯୋଗଦେବାକୁ କୋର୍ଟରେ ଦ୍ୱାରସ୍ଥ ସାଂସଦ ରାମଚନ୍ଦ୍ର ହାଁସଦା ଆବେଦନର ଶୁଣାଣି ଶେଷ, ରାୟ ସଂରକ୍ଷିତ

ଭୁବନେଶ୍ୱର: ନବଦିଗନ୍ତ ଚିଟଫଣ୍ଡ ଠକେଇ ମାମଲାରେ ଗିରଫ ସାଂସଦ ରାମଚନ୍ଦ୍ର ହାଁସଦା ସଂସଦ ଅଧିବେଶନରେ ଯୋଗଦେବାକୁ ମଧ୍ୟବର୍ତ୍ତି କାଳିନ ଜାମିନ ଆବେଦନ କରିଥିଲେ। ଆସନ୍ତା ନଭେମ୍ୱର ୨୬ ତାରିଖରୁ ଅଧିବେଶନ ଆରମ୍ଭ ହେଉଥିବାରୁ ଏଥିରେ ଯୋଗଦେବା ପାଇଁ ସେ ଏହି ଜାମିନରେ ଆବେଦନ କରିଥିଲେ। ଏ ନେଇ ସ୍ପେଶାଲ ସିଜେଏମ୍ ସିବିଆଇ କୋର୍ଟରେ ଶୁଣାଣି ଶେଷ ହୋଇଛି। ରାୟ ସଂରକ୍ଷିତ ରହିଛି, ୨୬ ତାରିଖରେ କୋର୍ଟ ଏହାର ରାୟ ପ୍ରକାଶ ପାଇବ। ଏହାସହ ସାଂସଦମାନଙ୍କୁ ପ୍ରଦାନ କରାଯାଉଥିବା ହେଲକାର୍ଡ […]

ramachandra

ramachandra

Rakesh Mallick
  • Published: Tuesday, 24 November 2015
  • Updated: 24 November 2015, 01:42 PM IST

Sports

Latest News

ଭୁବନେଶ୍ୱର: ନବଦିଗନ୍ତ ଚିଟଫଣ୍ଡ ଠକେଇ ମାମଲାରେ ଗିରଫ ସାଂସଦ ରାମଚନ୍ଦ୍ର ହାଁସଦା ସଂସଦ ଅଧିବେଶନରେ ଯୋଗଦେବାକୁ ମଧ୍ୟବର୍ତ୍ତି କାଳିନ ଜାମିନ ଆବେଦନ କରିଥିଲେ। ଆସନ୍ତା ନଭେମ୍ୱର ୨୬ ତାରିଖରୁ ଅଧିବେଶନ ଆରମ୍ଭ ହେଉଥିବାରୁ ଏଥିରେ ଯୋଗଦେବା ପାଇଁ ସେ ଏହି ଜାମିନରେ ଆବେଦନ କରିଥିଲେ। ଏ ନେଇ ସ୍ପେଶାଲ ସିଜେଏମ୍ ସିବିଆଇ କୋର୍ଟରେ ଶୁଣାଣି ଶେଷ ହୋଇଛି। ରାୟ ସଂରକ୍ଷିତ ରହିଛି, ୨୬ ତାରିଖରେ କୋର୍ଟ ଏହାର ରାୟ ପ୍ରକାଶ ପାଇବ। ଏହାସହ ସାଂସଦମାନଙ୍କୁ ପ୍ରଦାନ କରାଯାଉଥିବା ହେଲକାର୍ଡ ହାସଲ କରିବା ପାଇଁ ଓ ସଂସଦରେ ସମ୍ପତ୍ତି ତାଲିକା ସମ୍ୱନ୍ଧିୟ ଡକ୍ୟୁମେଣ୍ଟ ଦାଖଲ କରିବା ପ୍ରସଙ୍ଗରେ ମଧ୍ୟବର୍ତ୍ତି କାଳୀନ ଜାମିନ ଦେବା ପାଇଁ ସାଂସଦ ହାଁସଦାଙ୍କ ପକ୍ଷରୁ ତାଙ୍କ ଓକିଲ କୋର୍ଟରେ ଆବେଦନ କରିଛନ୍ତି ।

ପୂର୍ବରୁ ମଧ୍ୟ ସାଂସଦ ହାଁସଦା ସଂସଦ ଅଧିବେଶନରେ ଯୋଗ ଦେବା ପାଇଁ କୋର୍ଟରେ  ଆବେଦନ କରିଥିଲେ। ସେତେବେଳେ ତଳ କୋର୍ଟ ଏହାକୁ ଖାରଜ କରିଦେଇଥିବା ବେଳେ ହାଇକୋର୍ଟ ଗୋଟିଏ ଦିନପାଇଁ ଅନୁମତି ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story