ଧର୍ମଗଡ଼: କୁଲିହାରି ହାଇସ୍କୁଲ ବିଜ୍ଞାନ ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଧର୍ମଗଡ଼: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭବାନୀପାଟଣା କୁଲିହାରି ହାଇସ୍କୁଲର ବିଜ୍ଞାନ ଶିକ୍ଷକ ବିଜୟ କୁମାର ପାଢ଼ୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଅସାଧୁ ଉପାୟରେ ଛାତ୍ରଛାତ୍ରୀଙ୍କୁ ପାସ୍‌ କରାଇବା ଓ କୁଲିହାରିରେ ଏକ ଛତୁଆ ପ୍ରସ୍ତୁତ କେନ୍ଦ୍ରରେ ସାମିଲ ହୋଇ ବେଆଇନ ଭାବେ ପ୍ରଚୁର ଅର୍ଥ ରୋଜଗାର କରିଥିବା ନେଇ ବିଜୟଙ୍କ ବିରୋଧରେ ଅଭିଯୋଗ ରହିଥିଲା। କୋରାପୁଟ ଓ ନବରଙ୍ଗପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ସଂପୃକ୍ତ ଶିକ୍ଷକଙ୍କ ଘର ଓ ଛତୁଆ କେନ୍ଦ୍ର ଉପରେ […]

vigilace

Rakesh Mallick
  • Published: Wednesday, 03 August 2016
  • , Updated: 03 August 2016, 10:51 PM IST

ଧର୍ମଗଡ଼: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭବାନୀପାଟଣା କୁଲିହାରି ହାଇସ୍କୁଲର ବିଜ୍ଞାନ ଶିକ୍ଷକ ବିଜୟ କୁମାର ପାଢ଼ୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଅସାଧୁ ଉପାୟରେ ଛାତ୍ରଛାତ୍ରୀଙ୍କୁ ପାସ୍‌ କରାଇବା ଓ କୁଲିହାରିରେ ଏକ ଛତୁଆ ପ୍ରସ୍ତୁତ କେନ୍ଦ୍ରରେ ସାମିଲ ହୋଇ ବେଆଇନ ଭାବେ ପ୍ରଚୁର ଅର୍ଥ ରୋଜଗାର କରିଥିବା ନେଇ ବିଜୟଙ୍କ ବିରୋଧରେ ଅଭିଯୋଗ ରହିଥିଲା। କୋରାପୁଟ ଓ ନବରଙ୍ଗପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ସଂପୃକ୍ତ ଶିକ୍ଷକଙ୍କ ଘର ଓ ଛତୁଆ କେନ୍ଦ୍ର ଉପରେ ଚଢ଼ାଉ ହୋଇଥିବା ଭିଜିଲାନ୍ସ ଡିଏସପି ସୂଚନା ଦେଇଛନ୍ତି।

Related story