ଚୋର ସହ ପୁଲିସର ଚୋରା ପୀରତି !

ଚୋର ସହ ପୁଲିସର ଚୋରା ପୀରତି । ଆପଣ ଦେଖୁଥିଲେ ଓ ଶୁଣୁଥିଲେ ପାଟଣାଗଡ ଏସ୍‌.ଡି.ପି.ଓଙ୍କ ପାରିବା ପଣିଆକୁ ।

Manoj Swain
  • Published: Monday, 10 July 2023
  • Updated: 10 July 2023, 01:20 PM IST

Sports

Latest News

ଚୋର ସହ ପୁଲିସର ଚୋରା ପୀରତି । ଆପଣ ଦେଖୁଥିଲେ ଓ ଶୁଣୁଥିଲେ ପାଟଣାଗଡ ଏସ୍‌.ଡି.ପି.ଓଙ୍କ ପାରିବା ପଣିଆକୁ । ଗଣମାଧ୍ୟମ ଆଗରେ, ଚୋରୀର ଶିକାର ହୋଇଥିବା ଭୀଷ୍ମ ନାଗ ଓ ଧର୍ମେନ୍ଦ୍ର ମେହେରଙ୍କୁ ଛିଡା କରାଇ, ଘଟଣା ବଖାଣୁଛନ୍ତି । ଶେଷରେ ଦୁଇ ଜଣଙ୍କୁ ଦୁଇ ଲକ୍ଷ ଟଙ୍କା ଲେଖାଏଁ, ୫ ଶହ ଟଙ୍କିଆ ବିଡା ଧରାଇ ପାଟଣାଗଡ ପୁଲିସର ପାରିବା ପଣିଆର ବିଜ୍ଞାପନ ଦେଖାଉଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos