ଚୋର ସହ ପୁଲିସର ଚୋରା ପୀରତି !

  • Published: Monday, 10 July 2023
  • , Updated: 10 July 2023, 01:20 PM IST

ଚୋର ସହ ପୁଲିସର ଚୋରା ପୀରତି । ଆପଣ ଦେଖୁଥିଲେ ଓ ଶୁଣୁଥିଲେ ପାଟଣାଗଡ ଏସ୍‌.ଡି.ପି.ଓଙ୍କ ପାରିବା ପଣିଆକୁ । ଗଣମାଧ୍ୟମ ଆଗରେ, ଚୋରୀର ଶିକାର ହୋଇଥିବା ଭୀଷ୍ମ ନାଗ ଓ ଧର୍ମେନ୍ଦ୍ର ମେହେରଙ୍କୁ ଛିଡା କରାଇ, ଘଟଣା ବଖାଣୁଛନ୍ତି । ଶେଷରେ ଦୁଇ ଜଣଙ୍କୁ ଦୁଇ ଲକ୍ଷ ଟଙ୍କା ଲେଖାଏଁ, ୫ ଶହ ଟଙ୍କିଆ ବିଡା ଧରାଇ ପାଟଣାଗଡ ପୁଲିସର ପାରିବା ପଣିଆର ବିଜ୍ଞାପନ ଦେଖାଉଛନ୍ତି ।

Related story