ଶିମିଳିପାଳ କେନ୍ଦୁଚୁଆରୁ ୫ ଶିକାରୀ ଗିରଫ, ୪ ବନ୍ଧୁକ, ମାଂସ ଜବତ

ମୟୂରଭଞ୍ଜ: ଶିମିଳିପାଳର କେନ୍ଦୁଚୁଆ ନାଳ ନିକଟରୁ ରବିବାର ବିଳମ୍ୱିତ ରାତିରେ ଚଢାଉ କରି ୫ ଜଣ ଶିକାରୀଙ୍କୁ ଗିରଫ କରିଛି। ଏହାସହ ୪ଟି ବନ୍ଧୁକ ଓ ଗୁରୁଣ୍ଡି ମାଂସ ଜବତ କରିଛି। ଗିରଫ ଶିକାରୀମାନେ ହେଲେ ବେଟା ସିଂ,ରଘୁନାଥ ସିଂ, ଟାଙ୍ଗୁରୁ ସିଂ, ରବୀନ୍ଦ୍ର ସିଂ ଏବଂ ରାକିଆ ସିଂ। ଏମାନଙ୍କ ଘର ତାଳଡିହା ବୋଲି ଜଣାପଡିଛି।

giraf

Rakesh Mallick
  • Published: Monday, 28 September 2015
  • , Updated: 28 September 2015, 01:19 PM IST

Related story