ସୋରରେ ବୃଦ୍ଧଙ୍କୁ ହତ୍ୟା ଅଭିଯୋଗ : ପତ୍ନୀ, ପୁଅ ଓ ବୋହୂ ଗିରଫ

ସୋର: ସିମୁଳିଆ ଥାନା ଅନ୍ତର୍ଗତ ଗିରିକୋଣା ବାଙ୍କପାଟଣା ଗାଁରେ ପୁଅ,ବୋହୁ ଓ ପତ୍ନୀ ମିଶି  ବୃଦ୍ଧଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।  ତାଙ୍କ ନାଁ ଭାଗୀରଥି ବେହେରା। ଗତକାଲି ରାତିରେ ଭାଗୀରଥିଙ୍କୁ ପରିବାର ଲୋକ ମିଶି ହତ୍ୟା କରିଥିଲେ। ଏହାପରେ ଏକ ଅଖାରେ ପୁରାଇ ମୃତଦେହକୁ ସାଇକେଲରେ ନେଉଥିବା ବେଳେ ପୋଲିସ  ହାତରେ ଧରା ପଡିଥିଲେ। ପୂର୍ବରୁ  ପରିବାର ଲୋକ ଭାଗୀରଥିଙ୍କୁ  ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଉଥିଲେ। ଏହି ଘଟଣାରେ ପୋଲିସ ପୁଅ,ବୋହୁ ଓ ପତ୍ନୀ ଗିରଫ କରିଛି। […]

sora

sora

Rakesh Mallick
  • Published: Tuesday, 17 November 2015
  • Updated: 17 November 2015, 04:38 PM IST

Sports

Latest News

ସୋର: ସିମୁଳିଆ ଥାନା ଅନ୍ତର୍ଗତ ଗିରିକୋଣା ବାଙ୍କପାଟଣା ଗାଁରେ ପୁଅ,ବୋହୁ ଓ ପତ୍ନୀ ମିଶି  ବୃଦ୍ଧଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।  ତାଙ୍କ ନାଁ ଭାଗୀରଥି ବେହେରା। ଗତକାଲି ରାତିରେ ଭାଗୀରଥିଙ୍କୁ ପରିବାର ଲୋକ ମିଶି ହତ୍ୟା କରିଥିଲେ। ଏହାପରେ ଏକ ଅଖାରେ ପୁରାଇ ମୃତଦେହକୁ ସାଇକେଲରେ ନେଉଥିବା ବେଳେ ପୋଲିସ  ହାତରେ ଧରା ପଡିଥିଲେ। ପୂର୍ବରୁ  ପରିବାର ଲୋକ ଭାଗୀରଥିଙ୍କୁ  ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଉଥିଲେ। ଏହି ଘଟଣାରେ ପୋଲିସ ପୁଅ,ବୋହୁ ଓ ପତ୍ନୀ ଗିରଫ କରିଛି। ପୋଲିସ ଘଟଣାର ଅଧିକ ଅନୁସନ୍ଧାନ ଜାରି ରଖିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story