ସୁକିନ୍ଦା ଶିଶୁବଳି ଘଟଣା: ଫାଶୀ ଦଣ୍ଡାଦେଶ ପାଇଥିବା ପୀତାମ୍ବର ହାଇକୋର୍ଟରେ ନିର୍ଦ୍ଦୋଷରେ ଖଲାସ୍

କଟକ: ବହୁଚର୍ଚ୍ଚିତ ଯାଜପୁର ଜିଲ୍ଲା ସୁକିନ୍ଦା ଶିଶୁବଳି ଘଟଣାରେ ଫାଶୀ ଦଣ୍ଡାଦେଶ ପାଇଥିବା ଅଭିଯୁକ୍ତ ହାଇକୋର୍ଟରେ ଖଲାସ ହୋଇଯାଇଛନ୍ତି। ଉପଯୁକ୍ତ ପ୍ରମାଣ ଅଭାବରୁ ହାଇକୋର୍ଟ ଅଭିଯୁକ୍ତ ପୀତାମ୍ୱର ଗଇପଇଙ୍କୁ ନିର୍ଦ୍ଦୋଷରେ ଖଲାସ କରି ଦେଇଛନ୍ତି। ପୀତାମ୍ୱର ବିରୋଧରେ ୨୦୧୦ ମସିହା ଫେବୃ‌ୟାରୀ ୧୧ ଓ ୧୨ ତାରିଖ ମଧ୍ୟ ରାତ୍ରରେ ଶ୍ରୀକାନ୍ତ ବାଗେ ନାମକ ଜଣେ ୮ ବର୍ଷର ବାଳକକୁ ବଳି ଦେବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଗତ ଅଗଷ୍ଟ ୪ ତାରିଖରେ ଯାଜପୁର ଜିଲ୍ଲା ଓ […]

OrissaHighCourt

OrissaHighCourt

Rakesh Mallick
  • Published: Thursday, 19 November 2015
  • Updated: 20 November 2015, 06:27 AM IST

Sports

Latest News

କଟକ: ବହୁଚର୍ଚ୍ଚିତ ଯାଜପୁର ଜିଲ୍ଲା ସୁକିନ୍ଦା ଶିଶୁବଳି ଘଟଣାରେ ଫାଶୀ ଦଣ୍ଡାଦେଶ ପାଇଥିବା ଅଭିଯୁକ୍ତ ହାଇକୋର୍ଟରେ ଖଲାସ ହୋଇଯାଇଛନ୍ତି। ଉପଯୁକ୍ତ ପ୍ରମାଣ ଅଭାବରୁ ହାଇକୋର୍ଟ ଅଭିଯୁକ୍ତ ପୀତାମ୍ୱର ଗଇପଇଙ୍କୁ ନିର୍ଦ୍ଦୋଷରେ ଖଲାସ କରି ଦେଇଛନ୍ତି। ପୀତାମ୍ୱର ବିରୋଧରେ ୨୦୧୦ ମସିହା ଫେବୃ‌ୟାରୀ ୧୧ ଓ ୧୨ ତାରିଖ ମଧ୍ୟ ରାତ୍ରରେ ଶ୍ରୀକାନ୍ତ ବାଗେ ନାମକ ଜଣେ ୮ ବର୍ଷର ବାଳକକୁ ବଳି ଦେବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଗତ ଅଗଷ୍ଟ ୪ ତାରିଖରେ ଯାଜପୁର ଜିଲ୍ଲା ଓ ଦୌରାଜଜ୍  ପୀତାମ୍ୱରଙ୍କୁ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିଲେ।

ସେହିପରି ଯାଜପୁର ଜିଲ୍ଲାର ଟମକାରେ ନାବାଳିକା ହତ୍ୟା ସମ୍ପର୍କୀତ ଆଉ ଏକ ଫ।ଶୀ ଦଣ୍ଡାଦେଶ ମାମଲାର ଶୁଣାଣିରେ ଦୁଇ ବିଚାରପତିଙ୍କ ମଧ୍ୟରେ ଦଣ୍ଡ ପରିମାଣ ନେଇ ସହମତି ପ୍ରକାଶ ପାଇ ନ ଥିଲା। ଫଳରେ ଏହା ତୃତୀୟ ବିଚାରପତିଙ୍କ ନିକଟକୁ ମତାମତ ପାଇଁ ପଠାଯିବ ବୋଲି ସ୍ଥିର ହୋଇଛି। ସିଆରପିସିର ଧାରା ୩୭୦ ଓ ୩୯୨ ଅନୁଯାୟୀ ତୃତୀୟ ବିଚାରପତିଙ୍କ ମତାମତ ପରେ ମାମଲାରେ ଦଣ୍ଡବିଧାନ କରାଯିବ। ଏକତରଫ। ପ୍ରେମକୁ ନେଇ ୨୦୧୩ ଏପ୍ରିଲ ୨୬ ତାରିଖରେ ୧୬ ବର୍ଷିୟ ନାବାଳିକାକୁ ହତ୍ୟା କରାଯାଇଥିଲା। ୨୧ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଯାଜପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଆର.ଏଲ. ପଣ୍ଡା ୨୦୧୪ ଅଗଷ୍ଟ ୨୭ ତାରିଖରେ ଅଭିଯୁକ୍ତ ବନବିହାରୀ ବେହେରାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story