ସେକ୍ସ ସୌଦାଗର ସୁନୀଲ ନାଁରେ ଆଉ ଏକ ଚାର୍ଜସିଟ୍‌ ଦାଖଲ

ଭୁବନେଶ୍ୱର: ସେକ୍ସ ସୌଦାଗର ସୁନୀଲ ମେହେର ହାଇପ୍ରୋଫାଇଲ ସେକ୍ସ କାରବାରର ଆଜି ଆଉ ଗୁମର ଖୋଲିଛି। ସୁନୀଲ କିଛି ଦେହ ଦଲାଲଙ୍କ ମାଧ୍ୟମରେ କିର୍ଗିଜିସ୍ଥାନ ଯୁବତୀଙ୍କୁ ଆଣି ଭୁବନେଶ୍ୱରରେ ଚଳାଇଥିଲା ସେକ୍ସ ରାକେଟ। ଏହାର ପର୍ଦ୍ଦାଫାଶ କରିଛି କମିଶନରେଟ୍‌ ପୋଲିସ। କମିଶନେଟ୍‌ ପୋଲିସ ସୁନୀଲ ନାଁରେ ତିଆରି କରିଛି ଆଉ ଏକ ଚାର୍ଜସିଟ୍‌। ଫାଇଲ ହୋଇଥିବା ଚାର୍ଜସିଟ୍‌ ଅନୁସାରେ ଟ୍ୟୁରିଷ୍ଟ ଭିସାରେ ବିଦେଶୀ ଯୁବତୀ ଭାରତକୁ ଆସିଥିଲେ। ଦିଲ୍ଲୀ ଓ କୋଲକାତାର ବ୍ରୋକରଙ୍କ ମାଧ୍ୟମରେ ଏହି ବିଦେଶୀଙ୍କ […]

Sunil Meher 1

Sunil Meher 1

Rakesh Mallick
  • Published: Wednesday, 24 August 2016
  • Updated: 24 August 2016, 10:59 PM IST

Sports

Latest News

ଭୁବନେଶ୍ୱର: ସେକ୍ସ ସୌଦାଗର ସୁନୀଲ ମେହେର ହାଇପ୍ରୋଫାଇଲ ସେକ୍ସ କାରବାରର ଆଜି ଆଉ ଗୁମର ଖୋଲିଛି। ସୁନୀଲ କିଛି ଦେହ ଦଲାଲଙ୍କ ମାଧ୍ୟମରେ କିର୍ଗିଜିସ୍ଥାନ ଯୁବତୀଙ୍କୁ ଆଣି ଭୁବନେଶ୍ୱରରେ ଚଳାଇଥିଲା ସେକ୍ସ ରାକେଟ। ଏହାର ପର୍ଦ୍ଦାଫାଶ କରିଛି କମିଶନରେଟ୍‌ ପୋଲିସ। କମିଶନେଟ୍‌ ପୋଲିସ ସୁନୀଲ ନାଁରେ ତିଆରି କରିଛି ଆଉ ଏକ ଚାର୍ଜସିଟ୍‌।

[embed]https://twitter.com/OdishaReporter/status/768428566702796801[/embed]

ଫାଇଲ ହୋଇଥିବା ଚାର୍ଜସିଟ୍‌ ଅନୁସାରେ ଟ୍ୟୁରିଷ୍ଟ ଭିସାରେ ବିଦେଶୀ ଯୁବତୀ ଭାରତକୁ ଆସିଥିଲେ। ଦିଲ୍ଲୀ ଓ କୋଲକାତାର ବ୍ରୋକରଙ୍କ ମାଧ୍ୟମରେ ଏହି ବିଦେଶୀଙ୍କ ସହ ଯୋଗଯୋଗ କରିଥିଲା ସୁନୀଲ। ଏହାପରେ ମାସକୁ ୧୫ ଲକ୍ଷ ଅର୍ଥ ଲୋଭ ଦେଖାଇ ଭୁବନେଶ୍ୱରକୁ ଆଣିଥିଲା। ବିଦେଶୀନିକୁ ଦେହ ବ୍ୟବସାୟରେ ଲାଗାଇ ଖୁବ ଟଙ୍କା ରୋଜଗାର କରିଥିଲା ସୁନୀଲ। କେବଳ ଜଣେ ବିଦେଶୀନି ନୁହେଁ ବହୁ ସମୟରେ ବହୁତ ବିଦେଶୀନି ଭୁବନେଶ୍ୱରକୁ ଆସିଛନ୍ତି । ତାହାର ଟିକ୍‌ନିଖ୍‌ ତଥ୍ୟ ଏହି ଚାର୍ଜସିଟ୍‌ରେ ରହିଛି।

ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି, “୮୫ ପୃଷ୍ଠା ବିଶିଷ୍ଟ ଏହି ଚାର୍ଜସିଟ୍‌ରେ ସୁନୀଲ ମେହେର ଓ ଦଲାଲ ସୋମେଶ ପଣ୍ଡାଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି। ଏଥିରେ ୨୦ ଜଣ ସାକ୍ଷୀ ଥିବା ବେଳେ ଉଦ୍ଧାର ଯୁବତୀଙ୍କୁ ଏଥିରେ ସାକ୍ଷୀ ଭାବେ ରଖାଯାଇଛି।”

ସୂଚନାଯୋଗ୍ୟ, ମାର୍ଚ୍ଚ ୨୫ ତାରିଖରେ ପଟିଆ ସ୍ଥିତ ଏକ ଆପାର୍ଟମେଣ୍ଟରୁ କାର୍ଗିଜିସ୍ତାନ ଯୁବତୀ ଜଣେ ଯୁବକ ସହ ଅସଂଜତ ଅବସ୍ଥାରେ ଧରାପଡ଼ିଥିଲା। ଯୁବତୀ ଜଣଙ୍କ ଓଡ଼ିଶା ଆସିବା ପୂର୍ବରୁ ଗୋଆରୁ ବାଙ୍ଗାଲୋର ଯାଇଥିଲେ ସେ ବିଷୟରେ ଉଲ୍ଲେଖ ରହିଛି ଚାର୍ଜସିଟ୍‌ରେ। ଏହି ପୂର୍ବରୁ ସେକ୍ସ ସୌଦାଗର ସୁନୀଲ ବିରୋଧରେ ଦୁଇଟି ଚାର୍ଜସିଟ୍ ଦାଖଲ କରିସାରିଛି କମିଶନରେଟ୍‌ ପୋଲିସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story