ଭୁବନେଶ୍ୱର: ତ୍ରାହି ଅଚ୍ୟୁତ ଆଶ୍ରମ ମୁଖ୍ୟ ସୁର ମିଶ୍ରଙ୍କୁ ଜାମିନ୍

ଭୁବନେଶ୍ୱର: ତ୍ରାହି ଅଚ୍ୟୁତ ଆଶ୍ରମ ମୁଖ୍ୟ ସୁର ମିଶ୍ରଙ୍କୁ ବୁଧବାର ମିଳିଛି ଜାମିନ। ତାଙ୍କ ବିରୋଧରେ ରୁଜୁ ହୋଇଥିବା ୫ଟି ମାମଲା ଭିତରୁ ଗୋଟିଏ ମାମଲାରେ ଆଜି ଭୁବନେଶ୍ୱର ଆଡିସନାଲ୍ ଜଜ୍ ତାଙ୍କ ଜାମିନ୍ ଆବେଦନକୁ ମଞ୍ଜୁର କରିଛନ୍ତି। ଦଳିତଙ୍କୁ ଆକ୍ରମଣ ଓ ହତ୍ୟା ଧମକ ଅଭିଯୋଗ ମାମଲାରେ ତାଙ୍କୁ ଜାମିନ୍ ମିଳିଛି। ୩୦ ହଜାର ଟଙ୍କାର ଦୁଇଜଣ ଜାମିନ୍ଦାର ଓ ୧୦ ହଜାର ଟଙ୍କାର କ୍ୟାସ୍ ଡିପୋଜିଟ୍ ବଳରେ ଏହି ଜାମିନ୍ ମିଳିଛି। ଅଗଷ୍ଟ ୩୧ […]

trahi

trahi

Rakesh Mallick
  • Published: Wednesday, 18 November 2015
  • Updated: 18 November 2015, 04:06 PM IST

ଭୁବନେଶ୍ୱର: ତ୍ରାହି ଅଚ୍ୟୁତ ଆଶ୍ରମ ମୁଖ୍ୟ ସୁର ମିଶ୍ରଙ୍କୁ ବୁଧବାର ମିଳିଛି ଜାମିନ। ତାଙ୍କ ବିରୋଧରେ ରୁଜୁ ହୋଇଥିବା ୫ଟି ମାମଲା ଭିତରୁ ଗୋଟିଏ ମାମଲାରେ ଆଜି ଭୁବନେଶ୍ୱର ଆଡିସନାଲ୍ ଜଜ୍ ତାଙ୍କ ଜାମିନ୍ ଆବେଦନକୁ ମଞ୍ଜୁର କରିଛନ୍ତି। ଦଳିତଙ୍କୁ ଆକ୍ରମଣ ଓ ହତ୍ୟା ଧମକ ଅଭିଯୋଗ ମାମଲାରେ ତାଙ୍କୁ ଜାମିନ୍ ମିଳିଛି। ୩୦ ହଜାର ଟଙ୍କାର ଦୁଇଜଣ ଜାମିନ୍ଦାର ଓ ୧୦ ହଜାର ଟଙ୍କାର କ୍ୟାସ୍ ଡିପୋଜିଟ୍ ବଳରେ ଏହି ଜାମିନ୍ ମିଳିଛି।

ଅଗଷ୍ଟ ୩୧ ତାରିଖରେ ସୁରବାବାଙ୍କ ସହିତ ତାଙ୍କର ଦୁଇ ପୁଅ ବିରଞ୍ଚି ଓ ତ୍ରିଲୋଚନଙ୍କୁ ଗିରଫ କରାଯାଇଥଲା। ଜମି ଜବର ଦଖଲ, ଯୌନ ନିର୍ଯାତନା, ଅପରାଧିକ ଗୋଷ୍ଠୀଙ୍କୁ ଆଶ୍ରମରେ ଆଶ୍ରୟ ଦେବା ସହିତ ହତ୍ୟା ଅଭିଯୋଗ ରହିଛି ସୁରବାବା ଓ ତାଙ୍କ ଦୁଇ ପୁଅଙ୍କ ନାଁରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story