ଭୁବନେଶ୍ୱର: ତ୍ରାହି ଅଚ୍ୟୁତ ଆଶ୍ରମ ମୁଖ୍ୟ ସୁର ମିଶ୍ରଙ୍କୁ ବୁଧବାର ମିଳିଛି ଜାମିନ। ତାଙ୍କ ବିରୋଧରେ ରୁଜୁ ହୋଇଥିବା ୫ଟି ମାମଲା ଭିତରୁ ଗୋଟିଏ ମାମଲାରେ ଆଜି ଭୁବନେଶ୍ୱର ଆଡିସନାଲ୍ ଜଜ୍ ତାଙ୍କ ଜାମିନ୍ ଆବେଦନକୁ ମଞ୍ଜୁର କରିଛନ୍ତି। ଦଳିତଙ୍କୁ ଆକ୍ରମଣ ଓ ହତ୍ୟା ଧମକ ଅଭିଯୋଗ ମାମଲାରେ ତାଙ୍କୁ ଜାମିନ୍ ମିଳିଛି। ୩୦ ହଜାର ଟଙ୍କାର ଦୁଇଜଣ ଜାମିନ୍ଦାର ଓ ୧୦ ହଜାର ଟଙ୍କାର କ୍ୟାସ୍ ଡିପୋଜିଟ୍ ବଳରେ ଏହି ଜାମିନ୍ ମିଳିଛି।
ଅଗଷ୍ଟ ୩୧ ତାରିଖରେ ସୁରବାବାଙ୍କ ସହିତ ତାଙ୍କର ଦୁଇ ପୁଅ ବିରଞ୍ଚି ଓ ତ୍ରିଲୋଚନଙ୍କୁ ଗିରଫ କରାଯାଇଥଲା। ଜମି ଜବର ଦଖଲ, ଯୌନ ନିର୍ଯାତନା, ଅପରାଧିକ ଗୋଷ୍ଠୀଙ୍କୁ ଆଶ୍ରମରେ ଆଶ୍ରୟ ଦେବା ସହିତ ହତ୍ୟା ଅଭିଯୋଗ ରହିଛି ସୁରବାବା ଓ ତାଙ୍କ ଦୁଇ ପୁଅଙ୍କ ନାଁରେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ନାବାଳିକାକୁ ଗଣଦୁଷ୍କର୍ମ ମାମଲାରେ ଦୁଇ ଜଣଙ୍କୁ ଆଜୀବନ କାରାଦଣ୍ଡ
ପରିବାର ଲୋକେ ଖବର ପାଇ ଝିଅକୁ ରାସ୍ତାକଡ଼ରୁ ଉଦ୍ଧାର କରିଥିଲେ।
Crime
୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗରେ ୫୫ ବର୍ଷୀୟ ବ୍ୟକ୍ତି ଗିରଫ
ଅଭିଯୋଗ ପାଇବା ପରେ ପୁଲିସ ଅଭିଯୁକ୍ତଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ତା’ପରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
Crime
ଶିଶୁ ବିକ୍ରି ଘଟଣା: ନିଲମ୍ବିତ ଏଏନ୍ଏମ୍ ଗିରଫ, ଆଉ ୨ ଜଣଙ୍କୁ ବି ବାନ୍ଧିଲା ପୁଲିସ
ଏହି ଘଟଣାରେ ନିଜେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଗ୍ରାଉଣ୍ଡଜିରୋକୁ ଯାଇ ଘଟଣାର ତନାଘନା କରିଥିଲେ।
Crime
ବବିଙ୍କ ଭାଇ ଭବଙ୍କ ନାଁରେ ମାମଲା ରୁଜୁ
ଦୁଇ ଦିନ ତଳେ ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ବିବାଦୀୟ ହୋଇପଡ଼ିଥିବା ବବିଙ୍କ ଭାଇଙ୍କ ବିରୋଧରେ ଜଣେ ପରିବା ବ୍ୟବସାୟୀ ଦେଇଥିଲେ ଏତଲା।
Crime
ଉଗ୍ର ରୂପ ନେଲା ମନୋଜ ମିଶ୍ର-ବବି ଇସଲାମ କଳି; ଡିସିପି ଅଫିସ ଆଗରେ ହାଇଡ୍ରାମା
ଆଜି ଭୁବନେଶ୍ୱର ଡିସିପି ଅଫିସ ସମ୍ମୁଖରେ ପ୍ରଥମେ କଥା କଟାକଟି ଓ ପରେ ହାତାହାତି ଯାଏ କଥା ଗଲା। ପରେ ଡିସିପିଙ୍କ ଉପସ୍ଥିତିରେ ଏହି ଘଟଣାର ଆପୋଷ ସମାଧାନ ହୋଇଥିବା ଜଣାଯାଇଛି।