ସନ୍ଦିଗ୍ଧ ଆତଙ୍କୀ ରେହମାନର ରିମାଣ୍ଡ ଅବଧି ବଢ଼ିଲା

ଭୁବନେଶ୍ୱର: ସନ୍ଦିଗ୍ଧ ଅଲକାଏଦା ଆତଙ୍କବାଦୀ ଅବଦୁର ରେହମାନର ରିମାଣ୍ଡ ଅବଧି ଆଉ ୧୪ ଦିନ ବଢିଲା। ଦିଲ୍ଲୀର ପତିଆଲା ହାଉସ୍ କୋର୍ଟ ଆଜି ରେହମାନର ରିମାଣ୍ଡକୁ ଜାନୁୟାରୀ ୧୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ରେହମାନକୁ ଅଲକାଏଦା ଲିଙ୍କ୍ ନେଇ ପଚରାଉଚୁରା କରୁଛି। ଗତ ୧୫ ତାରିଖ ରାତିରେ ତାକୁ କଟକ ଜଗତପୁର ନିକଟ ପଶ୍ଚିମକଛ ଗାଁରୁ ଗିରଫ କରାଯାଇଥିଲା।  ପରେ ତାକୁ ୧୭ ତାରିଖରେ ରିମାଣ୍ଡରେ ନେଇଥିଲା ଦିଲ୍ଲୀ ପୋଲିସର […]

Maulana-Abdul-Rehman-the-Al-Qaeda-terrorist

Rakesh Mallick
  • Published: Monday, 28 December 2015
  • Updated: 28 December 2015, 02:04 PM IST

Sports

Latest News

ଭୁବନେଶ୍ୱର: ସନ୍ଦିଗ୍ଧ ଅଲକାଏଦା ଆତଙ୍କବାଦୀ ଅବଦୁର ରେହମାନର ରିମାଣ୍ଡ ଅବଧି ଆଉ ୧୪ ଦିନ ବଢିଲା। ଦିଲ୍ଲୀର ପତିଆଲା ହାଉସ୍ କୋର୍ଟ ଆଜି ରେହମାନର ରିମାଣ୍ଡକୁ ଜାନୁୟାରୀ ୧୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ରେହମାନକୁ ଅଲକାଏଦା ଲିଙ୍କ୍ ନେଇ ପଚରାଉଚୁରା କରୁଛି। ଗତ ୧୫ ତାରିଖ ରାତିରେ ତାକୁ କଟକ ଜଗତପୁର ନିକଟ ପଶ୍ଚିମକଛ ଗାଁରୁ ଗିରଫ କରାଯାଇଥିଲା।  ପରେ ତାକୁ ୧୭ ତାରିଖରେ ରିମାଣ୍ଡରେ ନେଇଥିଲା ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍। କମିଶନରେଟ୍ ପୋଲିସର ଦୁଇଟି ଟିମ୍ ଦିଲ୍ଲୀ ଓ ଝାଡ଼ଖଣ୍ଡ ଯାଇ ରେହମାନର ସଂପର୍କରେ ତଦନ୍ତ କରି ଫେରି ଆସିଛି।

ଦିଲ୍ଲୀ ପୋଲିସର ସ୍ପେଶାଲ ଟିମ୍ ପଚରାଉଚରା ବେଳେ ଜାଣିବାକୁ ପାଇଛି ଯେ ହିମାଚଳ ପ୍ରଦେଶରେ କିଛି ଅଘଟଣର ଯୋଜନା ପ୍ରସ୍ତୁତ କରିଥିଲେ ରେହମାନ୍ ଓ ଗିରଫ ଅନ୍ୟ ଦୁଇ ସନ୍ଦିଗ୍ଧ ଆତଙ୍କବାଦୀ ଆସିଫ୍ ଓ ଇକବାଲ୍। ଖାଲି ସେତିକି ନୁହେଁ ରେହମାନ୍, ଆସିଫ୍ ଓ ଅନ୍ୟ ସନ୍ଦିଗ୍ଧ ଆତଙ୍କବାଦୀ ହିମାଚଳ ପ୍ରଦେଶ ଯାଇ ରେକି ବି କରିଥିଲେ। ବଡ଼କଥା ହେଉଛି ଏମାନଙ୍କର ବର୍ଡର ସିକ୍ୟୁରିଟି ଫେ।ର୍ସ ବା ବିଏସଏଫରେ ଲିଙ୍କ୍ ଥିବା ସୂଚନା ମିଳୁଛି ସ୍ପେଶାଲ୍ ଟିମକୁ। ଏମିତି କି ବିଏସଏଫ ର କିଛି ଗୁରୁତ୍ୱପୂର୍ଣ୍ଣ ଫ।ଇଲ ଗାଏବ ପଛରେ ଏମାନଙ୍କ ହାତ ଥିବା ଆଶଙ୍କ। କରାଯାଉଛି । ଏହାବାଦ୍ ଓଡ଼ିଶାରେ ରେହମାନର ଆଉ କିଏ ଏଜେଣ୍ଟ ରହିଛି ତାକୁ ନେଇ ତନାଘନା କରୁଛି ଦିଲ୍ଲୀ ପୋଲିସ। ଏଥିପାଇଁ ରେହମାନର ରିମାଣ୍ଡ ଅବଧି ଆଉ ୧୪ ଦିନ ବୃଦ୍ଧି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story