ଟିମନ୍‌ ଗ୍ରୁପ୍‌ର ପ୍ରମୁଖ ସଦସ୍ୟ ଜିତେନ୍‌ ଗିରଫ

ବଲାଙ୍ଗିର: ବଲାଙ୍ଗିର ପୋଲିସ୍‌ କୁଖ୍ୟାତ ଡନ୍‌ ଟିମ୍‌ନ ଗ୍ରୁପ୍‌ର ପ୍ରମୁଖ ସଦସ୍ୟ ଜିତେନ୍‌ ଦୀପଙ୍କୁ ଗତକାଲି ରାୟଗଡା ଜିଲ୍ଲା ଥେରୁବାଲିର ଜଣେ ସମ୍ପର୍କୀଙ୍କ ଘରୁ ଗିରଫ କରିଛି। ଜିତେନ ନାମରେ ପୋଲିସ୍‌ ଗିରଫ ବିହୀନ ପରୱାନା ଜାରି କରିଥିଲା। ଜିତେନ ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରେ ଆତ୍ମଗୋପନ କରିଥିବା ବଲାଙ୍ଗିର ପୋଲିସ୍‌ର ସ୍ୱତନ୍ତ୍ର ଟିମ୍‌ ଜାଣିପାରି ଥେରୁବାଲିରେ ଚଢ଼ାଉ କରି ତାଙ୍କୁ ଗିରଫ କରିଥିଲା। ଦାଦାବଟି, ଟେଣ୍ଡର ଫିକ୍ସିଂ ଓ ସରକାରୀ ଜମି ହଡପ୍ ଅଭିଯୋଗରେ ଟିମନ୍‌ […]

jiten-deep

jiten-deep

Rakesh Mallick
  • Published: Monday, 12 September 2016
  • Updated: 12 September 2016, 03:04 PM IST

Sports

Latest News

ବଲାଙ୍ଗିର: ବଲାଙ୍ଗିର ପୋଲିସ୍‌ କୁଖ୍ୟାତ ଡନ୍‌ ଟିମ୍‌ନ ଗ୍ରୁପ୍‌ର ପ୍ରମୁଖ ସଦସ୍ୟ ଜିତେନ୍‌ ଦୀପଙ୍କୁ ଗତକାଲି ରାୟଗଡା ଜିଲ୍ଲା ଥେରୁବାଲିର ଜଣେ ସମ୍ପର୍କୀଙ୍କ ଘରୁ ଗିରଫ କରିଛି। ଜିତେନ ନାମରେ ପୋଲିସ୍‌ ଗିରଫ ବିହୀନ ପରୱାନା ଜାରି କରିଥିଲା।

ଜିତେନ ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରେ ଆତ୍ମଗୋପନ କରିଥିବା ବଲାଙ୍ଗିର ପୋଲିସ୍‌ର ସ୍ୱତନ୍ତ୍ର ଟିମ୍‌ ଜାଣିପାରି ଥେରୁବାଲିରେ ଚଢ଼ାଉ କରି ତାଙ୍କୁ ଗିରଫ କରିଥିଲା।

ଦାଦାବଟି, ଟେଣ୍ଡର ଫିକ୍ସିଂ ଓ ସରକାରୀ ଜମି ହଡପ୍ ଅଭିଯୋଗରେ ଟିମନ୍‌ ଓ ତାଙ୍କ ୧୨ ଯହଯୋଗୀ ଏବେ ଜେଲରେ ଅଛନ୍ତି। ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ କ୍ଷିରୋଦ ମିଶ୍ର ଜେଲ ଯାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story