ଠକେଇ ଅଭିଯୋଗ: ଅକ୍ଷୟ ଗୋଲ୍ଡ ଫାଉଣ୍ଡେସନ୍ ଚିଠଫଣ୍ଡ ସଂସ୍ଥା ଉପରେ ସିବିଆଇ ଚଢ଼ାଉ

ବ୍ରହ୍ମପୁର: ଅକ୍ଷୟ ଗୋଲ୍ଡ ଫାଉଣ୍ଡେସନ୍ ନାମକ ଏକ ଚିଠଫଣ୍ଡ ସଂସ୍ଥା ଉପରେ ଆଜି ସିବିଆଇ ଚଢ଼ାଉ କରିଛି। ବ୍ରହ୍ମପୁରରେ ଏକକାଳୀନ ୪ଟି ସ୍ଥାନରେ ସିବିଆଇ ଚଢ଼ାଉ କରିଛି । ଜମାକାରୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ସିବିଆଇ ଏହି ଚିଟଫଣ୍ଡ ସଂସ୍ଥା ଉପରେ ଚଢ଼ାଉ ଜାରି ରଖିଛି। ସୂଚନାଯୋଗ୍ୟ, ସିବିଆଇର ଏକ ଟିମ୍ ଗତକାଲି ବ୍ରହ୍ମପୁରରେ ଏହି ଚିଟଫଣ୍ଡ ଠକେଇ ମାମଲାରେ ଜମାକାରୀଙ୍କୁ ପଚାରାଉଚରା କରିଥିଲା। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାର ଅକ୍ଷୟ ଗୋଲଡ୍ ନାମକ ଏକ […]

bhm

bhm

Rakesh Mallick
  • Published: Monday, 09 November 2015
  • Updated: 09 November 2015, 07:01 AM IST

Sports

Latest News

ବ୍ରହ୍ମପୁର: ଅକ୍ଷୟ ଗୋଲ୍ଡ ଫାଉଣ୍ଡେସନ୍ ନାମକ ଏକ ଚିଠଫଣ୍ଡ ସଂସ୍ଥା ଉପରେ ଆଜି ସିବିଆଇ ଚଢ଼ାଉ କରିଛି। ବ୍ରହ୍ମପୁରରେ ଏକକାଳୀନ ୪ଟି ସ୍ଥାନରେ ସିବିଆଇ ଚଢ଼ାଉ କରିଛି । ଜମାକାରୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ସିବିଆଇ ଏହି ଚିଟଫଣ୍ଡ ସଂସ୍ଥା ଉପରେ ଚଢ଼ାଉ ଜାରି ରଖିଛି।

ସୂଚନାଯୋଗ୍ୟ, ସିବିଆଇର ଏକ ଟିମ୍ ଗତକାଲି ବ୍ରହ୍ମପୁରରେ ଏହି ଚିଟଫଣ୍ଡ ଠକେଇ ମାମଲାରେ ଜମାକାରୀଙ୍କୁ ପଚାରାଉଚରା କରିଥିଲା।

ଆନ୍ଧ୍ରପ୍ରଦେଶର ବିଶାଖାପାଟଣାର ଅକ୍ଷୟ ଗୋଲଡ୍ ନାମକ ଏକ ଚିଟଫଣ୍ଡ ସଂସ୍ଥା ୨୦୧୦ରେ ବ୍ରହ୍ମପୁରର ସାନବଜାର ଛକ ନିକଟରେ ତା’ର ଏକ କାର୍ଯ୍ୟାଳୟ ଖୋଲି ଜମାକାରୀଙ୍କ ଠାରୁ ପ୍ରାୟ ୧ କୋଟି ଟଙ୍କା ଠକି ନେଇଛି। ସଂସ୍ଥା ୨୦୧୨ରୁ ବ୍ରହ୍ମପୁରରୁ ଟଙ୍କା ନେଇ ଛୁ ମାରିଛି। ଏ ସଂକ୍ରାନ୍ତରେ ଅଭିଯୋଗ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story