ଠିକାଦାରଙ୍କ ଆତ୍ମହତ୍ୟା ଘଟଣା: ଇଡକୋର ଦୁଇ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ସରକାରଙ୍କୁ ଜଣାଇଲେ କର୍ତ୍ତୃପକ୍ଷ

ଭୁବନେଶ୍ୱର: ଇଡକୋ ଟାୱାରୁ ଡେଇଁ ଠିକାଦାର ଆତ୍ମହତ୍ୟା କରିବା ଘଟଣାରେ ଦୁଇଜଣ ମୁଖ୍ୟଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ସରକାରଙ୍କୁ ଶନିବାର ଇଡକୋ କର୍ତ୍ତୃପକ୍ଷ ଜଣାଇଛନ୍ତି। ଏହି ଦୁଇ ଅଧିକାରୀ ହେଲେ ରତନ ଅଗ୍ରୱାଲ ଏବଂ ଗୌରାଙ୍ଗ ମଙ୍ଗୁଆଳ। ଏମାନେ ଚିଫ ଜେନେରାଲ ମ୍ୟାନେଜର (ସିଜିଏମ) ଭାବେ କାର୍ଯ୍ୟ କରୁଛନ୍ତି। ପୂର୍ବରୁ ଏହି ଘଟଣାରେ ବ୍ରହ୍ମପୁର ଡିଭିଜନାଲ ହେଡ ଜଲାଲୁଦ୍ଦିନ ଖାନଙ୍କୁ ନିଲମ୍ବିତ କରାଯାଇଛି । ଅକ୍ଟୋବର ୨୦ ତାରିଖରେ ଏ-କ୍ଲାସ ଠିକାଦାର ଗଜେନ୍ଦ୍ରନାଥ ଦାସ ଇଡକୋ […]

IDCOTOWER-DEATH

IDCOTOWER-DEATH

Rakesh Mallick
  • Published: Saturday, 21 November 2015
  • Updated: 21 November 2015, 04:33 PM IST

ଭୁବନେଶ୍ୱର: ଇଡକୋ ଟାୱାରୁ ଡେଇଁ ଠିକାଦାର ଆତ୍ମହତ୍ୟା କରିବା ଘଟଣାରେ ଦୁଇଜଣ ମୁଖ୍ୟଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ସରକାରଙ୍କୁ ଶନିବାର ଇଡକୋ କର୍ତ୍ତୃପକ୍ଷ ଜଣାଇଛନ୍ତି। ଏହି ଦୁଇ ଅଧିକାରୀ ହେଲେ ରତନ ଅଗ୍ରୱାଲ ଏବଂ ଗୌରାଙ୍ଗ ମଙ୍ଗୁଆଳ। ଏମାନେ ଚିଫ ଜେନେରାଲ ମ୍ୟାନେଜର (ସିଜିଏମ) ଭାବେ କାର୍ଯ୍ୟ କରୁଛନ୍ତି। ପୂର୍ବରୁ ଏହି ଘଟଣାରେ ବ୍ରହ୍ମପୁର ଡିଭିଜନାଲ ହେଡ ଜଲାଲୁଦ୍ଦିନ ଖାନଙ୍କୁ ନିଲମ୍ବିତ କରାଯାଇଛି । ଅକ୍ଟୋବର ୨୦ ତାରିଖରେ ଏ-କ୍ଲାସ ଠିକାଦାର ଗଜେନ୍ଦ୍ରନାଥ ଦାସ ଇଡକୋ ଟାୱାରରୁ ଡେଇଁ ଆତ୍ମହତ୍ୟା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story