ଟିଟିଲାଗଡ ସେଲ ଟ୍ୟାକ୍ସ ଅଫିସ ଭିତରୁ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ଟିଟିଲାଗଡ଼: ଟିଟିଲାଗଡ ସେଲ ଟ୍ୟାକ୍ସ ଅଫିସ ମଧ୍ୟରୁ ଆଜି ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ସେଲଟ୍ୟାକ୍ସ ଅଫିସର ପିଅନ ପ୍ରାଣକୃଷ୍ଣ ଯାନି। ଶବ ନିକଟରେ ରକ୍ତ ଛିଟା ପଡିଥିବା ବେଳେ ଶରୀରର ଅନେକ ସ୍ଥାନରେ ଦାଗ ଥିବାରୁ ପ୍ରାଣକୃଷ୍ଣଙ୍କୁ କେହି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଆଜି ସକାଳେ  ଘଟଣା ସଂପର୍କରେ ଖବର ପାଇ ଟିଟିଲାଗଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପରିବାର ବର୍ଗ […]

titilagarh

titilagarh

Rakesh Mallick
  • Published: Monday, 05 September 2016
  • Updated: 05 September 2016, 09:58 PM IST

Sports

Latest News

ଟିଟିଲାଗଡ଼: ଟିଟିଲାଗଡ ସେଲ ଟ୍ୟାକ୍ସ ଅଫିସ ମଧ୍ୟରୁ ଆଜି ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ସେଲଟ୍ୟାକ୍ସ ଅଫିସର ପିଅନ ପ୍ରାଣକୃଷ୍ଣ ଯାନି। ଶବ ନିକଟରେ ରକ୍ତ ଛିଟା ପଡିଥିବା ବେଳେ ଶରୀରର ଅନେକ ସ୍ଥାନରେ ଦାଗ ଥିବାରୁ ପ୍ରାଣକୃଷ୍ଣଙ୍କୁ କେହି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

ଆଜି ସକାଳେ  ଘଟଣା ସଂପର୍କରେ ଖବର ପାଇ ଟିଟିଲାଗଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପରିବାର ବର୍ଗ ପ୍ରାଣକୃଷ୍ଣଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି।

 ପ୍ରାଣକୃଷ୍ଣଙ୍କ ଭାଇ କହିଛନ୍ତି,“ଭାଇଙ୍କ ଶରୀରର ଅନେକ ସ୍ଥାନରେ ଦାଗ ଥିବା ଜଣାପଡ଼ିଛି। ତାଙ୍କୁ ହତ୍ୟା କରାଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story