ଟିଟିଲାଗଡ: ମହିଳା ସହକର୍ମୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ,ଘରୋଇ ସ୍କୁଲ୍ ଅଧକ୍ଷ ଗିରଫ

ଟିଟିଲାଗଡ: ଟିଟିଲାଗଡ ଏକ ଘରୋଇ ସ୍କୁଲରେ କାର୍ଯ୍ୟରତ ଜଣେ ମହିଳା ସହକର୍ମୀଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଅଧ୍ୟକ୍ଷ ଗିରଫ ହୋଇଛନ୍ତି। ଅଭିଯୋଗ ଅନୁସାରେ ଗତ କାଲି ସ୍କୁଲରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀଙ୍କୁ ପାଠାଗାରରେ ତାଲା ବନ୍ଦ କରିବାକୁ ଅଧ୍ୟକ୍ଷ ଗଙ୍ଗ।ଧର ବେହୁରା କହିଥିଲେ। ଏହାପରେ ହଠାତ୍ ରାଗି ଯାଇ ତାଙ୍କ ପିଠିରେ ଚାପୁଡ଼ା ମାରିଥିଲେ ବୋଲି ଅଭିଯୋଗ ହୋଇଛି। କେବଳ ଜଣଙ୍କୁ ନୁହେଁ ଏଭଳି ଅଧ୍ୟକ୍ଷ ବାରମ୍ୱାର ସମସ୍ତ ସହକର୍ମଚାରୀଙ୍କୁ ଦୁର୍ବ୍ୟବହାର କରିବା ସହିତ ଅନେକ ନିର୍ଯାତନା […]

schooteacher

schooteacher

Rakesh Mallick
  • Published: Tuesday, 17 November 2015
  • Updated: 17 November 2015, 12:44 PM IST

Sports

Latest News

ଟିଟିଲାଗଡ: ଟିଟିଲାଗଡ ଏକ ଘରୋଇ ସ୍କୁଲରେ କାର୍ଯ୍ୟରତ ଜଣେ ମହିଳା ସହକର୍ମୀଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଅଧ୍ୟକ୍ଷ ଗିରଫ ହୋଇଛନ୍ତି। ଅଭିଯୋଗ ଅନୁସାରେ ଗତ କାଲି ସ୍କୁଲରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀଙ୍କୁ ପାଠାଗାରରେ ତାଲା ବନ୍ଦ କରିବାକୁ ଅଧ୍ୟକ୍ଷ ଗଙ୍ଗ।ଧର ବେହୁରା କହିଥିଲେ। ଏହାପରେ ହଠାତ୍ ରାଗି ଯାଇ ତାଙ୍କ ପିଠିରେ ଚାପୁଡ଼ା ମାରିଥିଲେ ବୋଲି ଅଭିଯୋଗ ହୋଇଛି। କେବଳ ଜଣଙ୍କୁ ନୁହେଁ ଏଭଳି ଅଧ୍ୟକ୍ଷ ବାରମ୍ୱାର ସମସ୍ତ ସହକର୍ମଚାରୀଙ୍କୁ ଦୁର୍ବ୍ୟବହାର କରିବା ସହିତ ଅନେକ ନିର୍ଯାତନା ଦେଉଥିବା ଅଭିଯୋଗ ହେଉଛି। ଏ ସଂମ୍ପର୍କରେ ଟିଟିଲାଗଡ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ୍ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story