ଉଦଳା: ଗୁଣିଆ ସନ୍ଦେହରେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା

ଉଦଳା: ମୟୂରଭଞ୍ଜ ଜିଲ୍ଲା  ଶରତ ଥାନା ଅନ୍ତର୍ଗତ ଆମ୍ୱଡ଼ାହି ଗାଁରେ ଗୁଣିଆ ସନ୍ଦେହରେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଦମ୍ପତି ହେଲେ ହାଡ଼ି ପୂର୍ତ୍ତି ଓ ମାଦେଇକୁହ ପୂର୍ତ୍ତି। ଗତକାଲି ରାତିରେ ବୃଦ୍ଧ ଦମ୍ପତି ଘରେ ଶୋଇଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ହତ୍ୟା କରିଥିଲେ। ମାଦେଇ କୁହଙ୍କ ହାତକୁ ଦୁର୍ବୃତ୍ତମାନେ ହାଣି ଦେଇଥିବା ବେଳେ ତାଙ୍କ ଶରୀର ଅନେକ ସ୍ଥାନରେ ଗଭୀର କ୍ଷତ ଚିହ୍ନ ରହିଛି। ଗୁଣିଆ ସନ୍ଦେହରେ ସେମାନଙ୍କୁ ହତ୍ୟା କରାଯାଇଥିବା ତାଙ୍କ […]

hotya

hotya

Rakesh Mallick
  • Published: Tuesday, 20 September 2016
  • Updated: 20 September 2016, 01:08 PM IST

ଉଦଳା: ମୟୂରଭଞ୍ଜ ଜିଲ୍ଲା  ଶରତ ଥାନା ଅନ୍ତର୍ଗତ ଆମ୍ୱଡ଼ାହି ଗାଁରେ ଗୁଣିଆ ସନ୍ଦେହରେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଦମ୍ପତି ହେଲେ ହାଡ଼ି ପୂର୍ତ୍ତି ଓ ମାଦେଇକୁହ ପୂର୍ତ୍ତି।

ଗତକାଲି ରାତିରେ ବୃଦ୍ଧ ଦମ୍ପତି ଘରେ ଶୋଇଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ହତ୍ୟା କରିଥିଲେ। ମାଦେଇ କୁହଙ୍କ ହାତକୁ ଦୁର୍ବୃତ୍ତମାନେ ହାଣି ଦେଇଥିବା ବେଳେ ତାଙ୍କ ଶରୀର ଅନେକ ସ୍ଥାନରେ ଗଭୀର କ୍ଷତ ଚିହ୍ନ ରହିଛି। ଗୁଣିଆ ସନ୍ଦେହରେ ସେମାନଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story