ଉଲିବୁରୁ ଖଣି ଦୁର୍ନୀତି ମାମଲା: କୋର୍ଟରେ ଦୀପକ ଗୁପ୍ତା ହାଜର

କେନ୍ଦୁଝର: ଉଲିବୁରୁ ଖଣି ଦୁର୍ନୀତି ମାମଲାର ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତା ଆଜି କେନ୍ଦୁଝର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର ହୋଇଛନ୍ତି। ଦୀପକଙ୍କ ସହିତ ଯୋଡ଼ା ଖଣି ଉପନିର୍ଦ୍ଦେଶକ ମାନସ ମହାନ୍ତି ମଧ୍ୟ କୋର୍ଟରେ ହାଜର ହୋଇଛନ୍ତି। ଚାର୍ଜସିଟ୍‌ ଦାଖଲ ପରେ ଦୀପକ କେନ୍ଦୁଝର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଜାମିନ୍‌ ପାଇଁ ଆବେଦନ କରିଥିଲେ। ଏଣୁ ଜାମିନ୍‌ ପାଇଁ ଦୀପକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆସନ୍ତା ଏପ୍ରିଲରେ ଏହାର ଶୁଣାଣି ହେବ। ଚାର୍ଜସିଟ୍‌ ଦାଖଲ ପୂର୍ବରୁ ମଧ୍ୟ […]

Deepak_Gupta-

Deepak_Gupta-

Rakesh Mallick
  • Published: Friday, 17 March 2017
  • Updated: 17 March 2017, 02:02 PM IST

Sports

Latest News

କେନ୍ଦୁଝର: ଉଲିବୁରୁ ଖଣି ଦୁର୍ନୀତି ମାମଲାର ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତା ଆଜି କେନ୍ଦୁଝର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର ହୋଇଛନ୍ତି। ଦୀପକଙ୍କ ସହିତ ଯୋଡ଼ା ଖଣି ଉପନିର୍ଦ୍ଦେଶକ ମାନସ ମହାନ୍ତି ମଧ୍ୟ କୋର୍ଟରେ ହାଜର ହୋଇଛନ୍ତି।

ଚାର୍ଜସିଟ୍‌ ଦାଖଲ ପରେ ଦୀପକ କେନ୍ଦୁଝର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଜାମିନ୍‌ ପାଇଁ ଆବେଦନ କରିଥିଲେ। ଏଣୁ ଜାମିନ୍‌ ପାଇଁ ଦୀପକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆସନ୍ତା ଏପ୍ରିଲରେ ଏହାର ଶୁଣାଣି ହେବ। ଚାର୍ଜସିଟ୍‌ ଦାଖଲ ପୂର୍ବରୁ ମଧ୍ୟ ଜାମିନ୍‌ ପାଇଁ ଦୀପକ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story